Shri krishna janmashtami Book PDF Odia
Shri krishna janmashtami Book PDF Odia
ସେପ୍ଟେମ୍ବର ୪, ୨୦୨୬ ଶୁକ୍ରବାର, ସିଂହ ୧୯ ଦିନ, ରାଷ୍ଟ୍ରୀୟ ଭାଦ୍ରବ ୧୩ ଦିନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ (ସର୍ବସମ୍ମତ), କାଳାଷ୍ଟମୀ, ଅଗସ୍ତ୍ୟଅର୍ଘ୍ୟଦାନ ଆରମ୍ଭ ସୂର୍ଯ୍ୟୋଦୟ : ୦୫୩୫୦୨୨, ସୂର୍ଯ୍ୟାସ୍ତ: ୦୫୫ ତିଥ୍: ଭାଦ୍ରବ କୃଷ୍ଣ ୮ମୀ ରାତ୍ରି ୧୨୮୧୩ ପରେ ୯ ମୀ ନକ୍ଷତ୍ର : ରୋହିଣୀ ରାତ୍ରି ୧ ୧୮୦୩ ପରେ ମୃଗଶିରା ଚନ୍ଦ୍ର: ବୃଷ ଅହୋରାତ୍ର। ଚନ୍ଦ୍ରଶୁଦ୍ଧି: ବୃଷ, ମିଥୁନ, କର୍କଟ, ସିଂହ, ଧନୁ, କୁମ୍ଭ, ମୀନ ରାଶିର ଅହୋରାତ୍ର। ଘାତଚନ୍ଦ୍ର : ବିଛା ରାଶିର ଅହୋରାତ୍ର ଘାତବାର : ବିଛା, ଧନୁ ଓ ମୀନ ରାଶିର। ଶ୍ରାଦ୍ଧ : ୮ମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ପୁଷ୍କର: ନାହିଁ । ଯୋଗିନୀ : ଐଶାନ୍ୟ

