ଲକ୍ଷ୍ମୀ ପୂଜାରେ ଦ୍ରବ୍ୟ ତାଲିକା
ସିନ୍ଦୂର, ଅଧୁବାସ ଡାଲା, ହରିଡ଼ା, କଳସ, ଅରୁଆ ଚାଉଳ, ସରା, କଳସ ଗାମୁଛା, କୁଶ, ହାଣ୍ଡି, ତିନିକାଠିଆ, ଦର୍ପଣ, ପଞ୍ଚବର୍ତ୍ତୀ ମୁରୁଜ, ପଞ୍ଚଗବ୍ୟ, ପଞ୍ଚରନ୍, ପଞ୍ଚ ପଲ୍ଲବ, ଚୀର, ପୁଷ୍ପ, ଦୁର୍ବା ପ୍ରଭୃତି ଆସନ, ମୁଦ୍ରିକା, ମଧୁପର୍କ ବାଟି, ଦଧ, ଦୁଗ୍ଧ, ମଧୁ, ଘୃତ, ଚିନି, ସାମାନ୍ୟ ନୈବେଦ୍ୟ, ଲକ୍ଷ୍ମୀଙ୍କ ଶାଢ଼ୀ, ନାରାୟଣ ବସ୍ତ୍ର, ପେଚକ ପୂଜା ନିମନ୍ତେ ଲୁଗା, ଗୁଡ଼, ବାଲି, କାଠ, ଘୃତ, ବିଲ୍ଵପତ୍ର, କର୍ପୂର, ଚୂଡ଼ା, ନଡ଼ିଆ, ପାନ ମସଲା, ଥାଳି, ଢାଳ, ଫୁଲମାଳା, ପୂର୍ଣପାତ୍ର ଓ ଦକ୍ଷିଣା । ଦୁଗ୍ଧ, ଘୃତ, ମଧୁ, ଚିନି, ଶାଢ଼ୀ, ଥାଳି, ଢାଳ, ମାଳା, ଧୂପ, ଦୀପ, ଭୋଗଦ୍ରବ୍ୟ ଓ ଆରଚୀ ପ୍ରଭୃତି ।