smarteduguide.com
  • Home
  • Festivals
  • କାର୍ତ୍ତିକେୟ ପୂଜାର ଦ୍ରବ୍ୟ ତାଲିକା

କାର୍ତ୍ତିକେୟ ପୂଜାର ଦ୍ରବ୍ୟ ତାଲିକା

by Arpita Jena Jul 28, 2026

କାର୍ତ୍ତିକେୟ ପୂଜାର ଦ୍ରବ୍ୟ ତାଲିକା

ଗୁରୁ, ପୂଜକ, ଆଚାର୍ଯ୍ୟ ବରଣ ପାଇଁ ବସ୍ତ୍ରାଦି, ବରଣ ସାମଗ୍ରୀ, ତିଳ, ହରିଡ଼ା, ପଞ୍ଚବର୍ତ୍ତୀ ମୁରୁଜ, ପଞ୍ଚଶସ୍ୟ, ପଞ୍ଚପଲ୍ଲବ, ପଞ୍ଚରନ୍, କଳସ, ପଇଡ଼, ସରା, ଅରୁଆଚାଉଳ, କୁଣ୍ଡ, ହାଣ୍ଡି, ତୀର, କଳସ ଗାମୁଛା, ଦର୍ପଣ, ତିନିକାଠିଆ, ପୁଷ୍ପ ପ୍ରଭୃତି ଆସନ, ମୁଦ୍ରିକା, ମଧୁପର୍କ ବାଟି, ଦଧ୍, ଦୁଗ୍‌ଧ, ଘୃତ, ମଧୂ, ଚିନି, ଧନୁ, ତୀର, ଲୌହ, ଖଡ୍ଗ, କାର୍ତ୍ତିକେୟବସ୍ତ୍ର, ବିଷ୍ଣୁପୂଜା ଓ ମୟୂର ପୂଜାର ଥାଳି ଓ ବସ୍ତ୍ର ପ୍ରଭୃତି ବାଲି, କାଷ୍ଠ, ଗୋମୟ, ଗବ୍ୟଘୃତ, ବେଲପତ୍ର, ଭୋଜ୍ୟ ଭୋଗପଦାର୍ଥ, ଆରତୀ ପୂର୍ଣପାତ୍ର ଓ ଦକ୍ଷିଣା ।

Tags: କାର୍ତ୍ତିକେୟ ପୂଜାର ଦ୍ରବ୍ୟ ତାଲିକା
Previous Article ସରସ୍ୱତୀ ପୂଜାରେ ଦ୍ରବ୍ୟ ତାଲିକା
Next Article ଶ୍ୟାମାପୂଜାରେ ଦ୍ରବ୍ୟ ତାଲିକା

©smarteduguide.com