Basic English Words and Odia Meaning Part -1

 

 

 

Basic English Words and Odia Meaning

No. English Word Odia Meaning
1 I ମୁଁ
2 You ତୁମେ / ଆପଣ
3 He ସେ (ପୁରୁଷ)
4 She ସେ (ମହିଳା)
5 We ଆମେ
6 They ସେମାନେ
7 It ଏହା / ତାହା
8 This ଏହା
9 That ତାହା
10 What କ’ଣ
11 Who କିଏ
12 Where କେଉଁଠି
13 When କେବେ
14 Why କାହିଁକି
15 How କିପରି
16 Yes ହଁ
17 No ନା
18 Good ଭଲ
19 Bad ଖରାପ
20 Big ବଡ଼
21 Small ଛୋଟ
22 New ନୂଆ
23 Old ପୁରୁଣା
24 Hot ଗରମ
25 Cold ଥଣ୍ଡା
26 Day ଦିନ
27 Night ରାତି
28 Morning ସକାଳ
29 Evening ସନ୍ଧ୍ୟା
30 Today ଆଜି
31 Tomorrow ଆସନ୍ତାକାଲି
32 Yesterday ଗତକାଲି
33 Come ଆସିବା
34 Go ଯିବା
35 Eat ଖାଇବା
36 Drink ପିଇବା
37 Sit ବସିବା
38 Stand ଠିଆ ହେବା
39 Walk ଚାଲିବା
40 Run ଦୌଡ଼ିବା
41 Read ପଢ଼ିବା
42 Write ଲେଖିବା
43 Speak କହିବା
44 Listen ଶୁଣିବା
45 See ଦେଖିବା
46 Give ଦେବା
47 Take ନେବା
48 Open ଖୋଲିବା
49 Close ବନ୍ଦ କରିବା
50 Help ସାହାଯ୍ୟ କରିବା