Basic English Words and Odia Meaning Part -11

Basic English Words and Odia Meaning (Part-11)

Basic English Words and Odia Meaning (Part-11) – 501 to 550

No.English WordOdia Meaning
501Cleanପରିଷ୍କାର
502Dirtyଅପରିଷ୍କାର / ମଳିନ
503Brilliantଉଜ୍ଜ୍ୱଳ / ବିଦ୍ୱାନ
504Dullନିର୍ଜୀବ / ମଳିନ
505Sharpତୀକ୍ଷ୍ଣ
506Bluntଭୋଥର
507Smoothମସୃଣ
508Roughରୁକ୍ଷ
509Hardକଠିନ
510Softନରମ
511Heavyଭାରି
512Lightହାଲୁକା
513Deepଗଭୀର
514Shallowଅଗଭୀର
515Wideଚଉଡା
516Narrowସଙ୍କୀର୍ଣ୍ଣ
517Richଧନୀ
518Poorଦରିଦ୍ର
519Earlyଶୀଘ୍ର
520Lateବିଳମ୍ବ
521Trueସତ୍ୟ
522Falseମିଥ୍ୟା
523Realବାସ୍ତବିକ
524Fakeନକଲି
525Modernଆଧୁନିକ
526Ancientପ୍ରାଚୀନ
527Simpleସରଳ
528Complexଜଟିଳ
529Possibleସମ୍ଭବ
530Impossibleଅସମ୍ଭବ
531Visibleଦୃଶ୍ୟମାନ
532Invisibleଅଦୃଶ୍ୟ
533Presentବର୍ତ୍ତମାନ
534Absentଅନୁପସ୍ଥିତ
535Aliveଜୀବିତ
536Deadମୃତ
537Arriveପହଞ୍ଚିବା
538Departବିଦାୟ ନେବା/ଯିବା
539Enterଭିତରକୁ ପ୍ରବେଶ କରିବା
540Exitବାହାରକୁ ବାହାରିବା
541Riseଉଠିବା
542Fallପଡ଼ିବା
543Increaseବୃଦ୍ଧି ପାଇବା
544Decreaseକମିବା
545Beginଆରମ୍ଭ କରିବା
546Endଶେଷ ହେବା
547Supportସହାୟତା କରିବା
548Opposeବିରୋଧ କରିବା
549Allowଅନୁମତି ଦେବା
550Forbidନିଷେଧ କରିବା