Dulduli odia songs Lyrics
OdiaMovie : Challenge
Starring : Ardhendu Sahu and Ray Elina Samantaray
Director : Sai Kiran Mangaraj
Singer : Aseema Panda & Gaurav Anand
Lyrics : Ranjan Nayak
Music : Gaurav Anand
Dance number “Dulduli”, a high-energy track that will make you move instantly.

ଝିଙ୍କା ତୋର ଝୁଲା ବେଣୀ
ଦାଉ ଦାଉ ସୁନା ଖଣି …
ଆଖିରେ କି କଲୁ ଗୁଣୀ
ନଜର ତୋ ଦେଲା ହାଣି …
ଛପି ଛପି ଛାତି ଭିତରେ
କୁତୁ କୁତୁ କରୁ କେତେର
ଖସଡ଼ା ମୋ ଦେହଟା ରେ
ମନଟା ତା ତୋର ଆଉଜା
ଦୁଲୁ ଦୁଲୁ ଦୁଲୁ ଦୁଲୁକେଇ ବଜା ଦୁଲ୍ ଦୁଲି ବାଜା

ତଟକା ତୋ ମଲି ଖୋସା
ଟିକେ ମିଠା ଟିକେ କସା
ଝିଅ ତୁ କଷି ଲବଙ୍ଗ
ଭିତରେ ଭିତରେ ମନ ସକ ସକ
ଉପରେ ପ୍ରବଳ ରଙ୍ଗ
ମୁଁ ପର ଦିଅ ମୁଗ ମଣ୍ଡା
ନଈ ପଠା ନୂଆ ବନ୍ଧ
ଫୁଲ ଟେ ନଗର ଫୁଟା
ମୋ ପାଇଁ ପାଗଳ ହଜାରେ ଭଅଁର
ଦେଖି ପତଳି ଅଣ୍ଟା
ତୋ କାଚ କେନ୍ଦୁ ପରି ଗାଲରେ
କାହାଣୀ ଲେଖିବି ଗେଲରେ
ଖେଳିଗଲେ ଖବର ଟା ଦେଖିବୁ ଲୋ କେମିତି ମଜା
ଦୁଲୁ ଦୁଲୁ ଦୁଲୁ ଦୁଲୁକେଇ ବଜା ଦୁଲ୍ ଦୁଲି ବାଜା
ଦୁଲୁ ଦୁଲୁ ଦୁଲୁ ଦୁଲୁକେଇ ବଜା ଦୁଲ୍ ଦୁଲି ବାଜା
ଦୁଲୁ ଦୁଲୁ ଦୁଲୁ ଦୁଲୁକେଇ ବଜା ଦୁଲ୍ ଦୁଲି ବାଜା
ଦୁଲୁ ଦୁଲୁ ଦୁଲୁ ଦୁଲୁକେଇ ବଜା ଦୁଲ୍ ଦୁଲି ବାଜା
ମୋ ବୋଉର ମୁଁ ସୁନା ଝିଅ
ଛନକୀ ମୁଁ ଜମା ନୁହଁ
ଗୋଟିଏ ଚାଉଳେ ଗଢ଼ା
ଆରେ ଛୁଇଁଲୁ ଯେବେ ତୁ
ଜାଣିଲି ରସିଆ ପ୍ରେମ ତୋ ଶାଳ ଉଖୁଡା
ତୁ ଖଇରିଆ ଖିଲି ପାନ
ଚିକି ମିକି ଚକା ଜହ୍ନ
ହସ ତୋ ମହୁଲି ପାଣି
ସପନେ ଆସିବୁ ଗୋପନେ ଦେବି ମୁଁ
ଗୋଲାପ ତୋଡ଼ା ଟେ ଆଣି
ମୋ ମନର ସବୁ ହଂଚଳ
ତୋ ପାଇଁ କି ଚଳ ଚଂଚଳ
ଛାତରେ ମୁଁ ଉଣ୍ଡିଥିବି ଖୋଲା ରଖି କରି ଦରଜା