Jhagada Na Ahankar lyrics

Song: Jhagada Na Ahankar
Album: Ete Badnaam Kain Kareila
Singer: Pragyan Hota
Kalam (Lyrics): Prem Anannda

A soulful Odia song that explores the delicate balance between love and ego in relationships. It beautifully conveys how small arguments never break a bond, but ego silently does.

Jhagada Na Ahankar lyrics

ଝଗଡ଼ାରୁ କେବେ ସଂପର୍କ ତୁଟେନା ଅଂହକାର ରୁ ତୁଟେ
ଝଗଡ଼ାରୁ କେବେ ସଂପର୍କ ତୁଟେନା ଅଂହକାର ରୁ ତୁଟେ
ଶବ୍ଦ ଆରମ୍ଭରୁ ମୁଁ ଲାଗିଗଲେ
ଶବ୍ଦ ଆରମ୍ଭରୁ ମୁଁ ଲାଗିଗଲେ
ସେଇଠି ମଣିଷ ଝୁଁଟେ
ସେଇଠି ମଣିଷ ଝୁଁଟେ
ସେଇଠି ମଣିଷ ଝୁଁଟେ
ମନ ଯୋଉଠି ବି ଯୋଡ଼ି ହୁଏ
ସେଠି ମିଠା ଝଗଡ଼ାଟେ ଥାଏ
ଜଣକର ଜିଦି ଥାଏ ଆଉ ଜଣେ ଯଦି କୁହେ
ମୁଁ ତାକୁ ଚାହିଁବିନି
ମୁଁ କ୍ଷ୍ୟମା ମାଗିବିନି
ମୁଁ ଆଗେ ଡାକିବିନି
ମୁଁ ..ମୁଁ ..ମୁଁ ..ମୁଁ ଖାଲି ମୁଁ
ମନ ଯୋଉଠି ବି ଯୋଡ଼ି ହୁଏ
ସେଠି ମିଠା ଝଗଡ଼ାଟେ ଥାଏ
ଜଣକର ଜିଦି ଥାଏ ଆଉ ଜଣେ ଯଦି କୁହେ
ମୁଁ ତାକୁ ଚାହିଁବିନି
ମୁଁ କ୍ଷ୍ୟମା ମାଗିବିନି
ମୁଁ ଆଗେ ଡାକିବିନି
ମୁଁ ..ମୁଁ ..ମୁଁ ..ମୁଁ ଖାଲି ମୁଁ ..
ମତାନ୍ତାନରୁ କେବେ ସଂପର୍କ ତୁଟେନା ଅଂହକାର ରୁ ତୁଟେ
ମତାନ୍ତାନରୁ କେବେ ସଂପର୍କ ତୁଟେନା ଅଂହକାର ରୁ ତୁଟେ
ଶବ୍ଦ ଆରମ୍ଭରୁ ମୁଁ ଲାଗିଗଲେ
ଶବ୍ଦ ଆରମ୍ଭରୁ ମୁଁ ଲାଗିଗଲେ
ସେଇଠି ମନଟା ଫାଟେ
ସେଇଠି ମନଟା ଫାଟେ
ସେଇଠି ମନଟା ଫାଟେ
ସେଇଠି ମନଟା ଫାଟେ
ଯିଏ ଯାହାକୁ ଅଧିକ ଚାହେଁ
ସେଠି ଅଭି ମାନ ଟୀକେ ଥାଏ ..
ଜଣେ ଯଦି ଭୁଲକରେ
ଆଉ ଜଣେ ଜିଦି କରେ
ମୁଁ ଭାରି ସ୍ଵଭିମାନୀ
ମୁଁ କିଛି ଶୁଣିବିନି
ମୁଁ କେବେ ନଇଂବିନୀ
ମୁଁ ..ମୁଁ ..ମୁଁ ..ମୁଁ ଖାଲି ମୁଁ
ଯିଏ ଯାହାକୁ ଅଧିକ ଚାହେଁ
ସେଠି ଅଭିମାନ ଟିକେ ଥାଏ
ଜଣେ ଯଦି ଭୁଲକରେ
ଆଉ ଜଣେ ଜିଦି ଧରେ
ମୁଁ ଭାରି ସ୍ଵଭିମାନୀ
ମୁଁ କିଛି ଶୁଣିବିନି
ମୁଁ କେବେ ନଇଂବିନୀ
ମୁଁ ..ମୁଁ ..ମୁଁ ..ମୁଁ ଖାଲି ମୁଁ
ମନାତରୁ କେବେ ସଂପର୍କ ତୁଟେନା ଅଂହକାର ରୁ ତୁଟେ
ମନାତରୁ କେବେ ସଂପର୍କ ତୁଟେନା ଅଂହକାର ରୁ ତୁଟେ
ଶବ୍ଦ ଆରମ୍ଭରୁ ମୁଁ ଲାଗିଗଲେ
ଶବ୍ଦ ଆରମ୍ଭରୁ ମୁଁ ଲାଗିଗଲେ
ସେଇଠି ବିଛେଦ ଘଟେ
ସେଇଠି ବିଛେଦ ଘଟେ
ସେଇଠି ମଣିଷ ଝୁଁଟେ
ସେଇଠି ମଣିଷ ଝୁଁଟେ
ସେଇଠି ମଣିଷ ଝୁଁଟେ

Related Post