Kerkeraa Odia Songs Lyrics
Kerkeraa Odia Songs Lyrics
Movie : Chardham Lyrics : Ranjan Nayak Singer : Humane Sagar & Pamela Jain

ନାଇଁ ମଦ ପିଇବି ନାହି
ଜୀବନଟା ନୁହେଁ ଚାଇନା ମାଲ
ଅଛି ତାର ୱାରେଣ୍ଟି ଗ୍ରାରେଣ୍ଟି
ପିଇ ପିଇ କାଇଁ ବର୍ବାଦ ହେବା ଆଜିଠୁ ମଦ ସାଥିରେ କଟି
ଯେତେଯା ହଉଚି ହଉ ଟେନ୍ସନ ଥିଲେ ଥାଉ
ଚୁଇଁ ଭାଙ୍ଗିବା କଲିଜା ଆମ ଭାଟିକୁ ଆମେ ରେ କାହିଁକି ଯିବା
ଚାଲ ଆଜି ଗୋଟେ ଲାଷ୍ଟ ପ୍ୟାକ ମାରିଦେବା
ଚାଲ ରାତିରେ ଆଜି ମାଲ ପିଇ ଆମେ କେରେ କେରା ହବା

ଆରେ ଶୁଣିଯା ରସିଆ ମୁଁ ଯାହା କହୁଚି
ମୋତେ ଛୁଇଁଲା ଯିଏ ସବୁ ଦୁଃଖ ତାର ଛୁ ହେଇଚି
ତୁ ହାଏ ରେ ମଣି ବିହାରି ପାଣି ଯାହା କହୁଚି
ତୋତେ ଛୁଇଁଚି ଯିଏ ଚାରି ପାଞ୍ଜିରୁ ତ ସିଏ ଯାଇଚି
ବୁଢ଼ା ଭେଣ୍ଡିଆ ଯେତେ ଦିୱାନ ମୋର ସେତେ
ସେଶଥରକ ରମ ପିଇକି ଗମ ତୋର ସବୁତ ତୁ ଭୁଲିଯା
ସାଙ୍ଗ ଆକୁ ଆଗରୁ କୋଉଠି ଦେଖିଲା ଭଳି ଲାଗୁଚି
ଆରେ ରାତିଟା ଆଜି ମାଲ ପିଇ ଟିକେ କେରେ କେରା ହବା ହେଇଜା
ଆରେ ରାତିଟା ଆଜି ମାଲ ପିଇ ଟିକେ କେରେ କେରା ହବା ହେଇଜା
ଚାଲ ରାତିରେ ଆଜି ମାଲ ପିଇ ଆମେ କେରେ କେରା ହବା
ଚାଲ ରାତିରେ ଆଜି ମାଲ ପିଇ ଆମେ କେରେ କେରା ହବା
ମଦ ଆଉ ଝିଅଙ୍କର ଗୁଣତ ଏକା
ଭାଇ ଆଗତ ଚଢ଼ିବ ନିଶା ଆଉ ତାପରେ ଧୋକା
ମଣି ସୁର ଆଉ ନାରୀ ପୁରାଣ କଥା
କରିନି ଯିଏ ଟେଷ୍ଟ ତାର ଜୀବନ ବୁର୍ଥ
ଆରେ ନଈରେ ଧନ ନାଇଁ
କିଛି ଶୁଣିବା ନାହିଁ
ଡେରେ ଡେରେ ନେଲିନୀ ନାମ
ଦୂରରୁ ଦାରୁକୁ ଝୁହାର ହେବା
ମୋ ଧନଟା ପରା ଆଉ ଗୋଟେ ଥର 90 ଓକେ