smarteduguide.com
  • Home
  • Lyrics
  • Kuhu Kini odia Lyrics

Kuhu Kini odia Lyrics

by Arpita Jena May 03, 2026

Kuhu Kini odia Lyrics

Kuhu Kini From "Kangula" Lyrics

From the Odia Feature Film KANGULA Love has a sound… and it echoes as “Kuhukini.” Presenting the Official Full Video of Kuhukini, a deeply soulful romantic melody from the much-awaited Odia feature film Kangula.

କୁହୁକିନି…କୁହୁକିନି…କୁହୁକିନି…….

ଋତୁପରି ବଦଳୁ ଥାଉ

ପ୍ରେମ ଗପ ଆଖୀରେ କହୁ
ଝରିଯାଉ ଲାଜରେ ଯେମିତି ପାହାଡି ଝରଣା ଝରେ

ଫୁଲ ପରି ମହକି ଯାଉ

ଜହ୍ନ ପରି ଝଲସୁ ଥାଉ
ହସ ତୋର ମିସିରି ମିସିରି ଆଇନା ଲାଜରେ ମରେ

ଅଟକେ ମୁ ତୋ ଠାରେ

କେହି ନାହିଁ ତୋ ପରେ…..
ହଜାରେ ଜନମ ଥା ମୋ ସାଥିରେ…..

କୁହୁକିନି କୁହୁକ କୁହୁ ତୁ ସାଧବ ବହୁ ତୁ
ମନ ଉଆଁସରେ ଏମିତି ରହିଥା ହୃଦୟ ଭିତରେ.

କୁହୁକିନି କୁହୁକ କୁହୁ ତୁ ସାଧବ ବହୁ ତୁ
ମନ ଉଆଁସରେ ଏମିତି ରହିଥା ହୃଦୟ ଭିତରେ…….

କୁହୁକିନି କୁହୁକ କୁହୁ ତୁ ସାଧବ ବହୁ ତୁ
ମନ ଉଆଁସରେ ଏମିତି ରହିଥା ହୃଦୟ ଭିତରେ…..

ସୁନା ରଙ୍ଗ ତୋର ଫୁଲର ଦେହରେ
ଚିକିମିକି ଖରା ଯେବେ ତ ଦେହକୁ ଛୁଏଁରେ
ତୋ ଅଙ୍ଗ ଛାଇ ଦେଲେ ମୁ ଛୁଇଁ
ଖିଆରୀଏ ମନ ମୋର ନାଚି ଯାଏ ରେ

ତୋ ବିନା ମୁ ଅସ୍ଥିର ସବୁ ବାଟ ଅନ୍ଧାର
ହାରି ମୁ ସାରିଛି ତୋରି ପାଖରେ

କୁହୁକିନି…କୁହୁକିନି…କୁହୁକିନି

କୁହୁକିନି କୁହୁକ କୁହୁ ତୁ ସାଧବ ବହୁ ତୁ
ମନ ଉଆଁସରେ ଏମିତି ରହିଥା ହୃଦୟ ଭିତରେ

କୁହୁକିନି କୁହୁକ କୁହୁ ତୁ ସାଧବ ବହୁ ତୁ
ମନ ଉଆଁସରେ ଏମିତି ରହିଥା ହୃଦୟ ଭିତରେ

କୁହୁକିନି କୁହୁକ କୁହୁ ତୁ ସାଧବ ବହୁ ତୁ
ମନ ଉଆଁସରେ ଏମିତି ରହିଥା ହୃଦୟ ଭିତରେ

Tags: Kuhu Kini From "Kangula" Lyrics Kuhu Kini odia Lyrics Kuhukuni Lyrics Kuldeep Pattanaik କୁହୁକିନି କୁହୁକ କୁହୁ ତୁ ସାଧବ ବହୁ ତୁ ମନ ଉଆଁସରେ ଏମିତି ରହିଥା ହୃଦୟ ଭିତରେ
Previous Article OSSSC RI ARI, Amin Admit Card 2026
Next Article Kerala Political Parties List

©smarteduguide.com