Lekhu Lekhu Lekhi Deli Lyrics

Lekhu Lekhu Lekhi Deli, Edda, Debesh Pati & Diptirekha Padhi

Singer – Debesh Pati & Diptirekha Padhi Music – Biraja Prasad Lyrics – Dr Deepak Jena

Lekhu Lekhu Lekhi Deli lyrics

ଲେଖୁ ଲେଖୁ ଲେଖି ଦେଲି ତୋ ନାଁ ସାଥିରେ ….
ଏଇ ମୋର ଛାତିରେ
କହୁ କହୁ କହି ଦେଲି ଭଲ ପାଏ ତତେରେ
ମୋ ଠାରୁ ବେଶିରେ …

ଜେବେ ତୋ ଆଖିରେ ମୋତେ ଦେଖିଚି
ଆଇନା ଦେଖିବା ଭୂଲି ଯାଇଚି
ବୋଳି ଦେଲୁ ପ୍ରେମ ରଙ୍ଗ
ଏଇ ମୋ ମନରେ
ଲେଖୁ ଲେଖୁ ଲେଖି ଦେଲି ତୋ ନାଁ ସାଥିରେ ….
ଏଇ ମୋର ଛାତିରେ

କହୁ କହୁ କହି ଦେଲି ଭଲ ପାଏ ତତେରେ
ମୋ ଠାରୁ ବେଶିରେ …
ଚିନି ଚମ୍ପା ଶାଢୀରେ ତୁ ଲାଗୁ ଫୁଲ ବେଦିଟେ
ଚାଲି ଗଲେ ବାଟ ସାରା ଚନ୍ଦ୍ର ମଲୀ ଚହଟେ
ବେଫିକର ମୋ ନଜର ତୋ ଠି ଜେବେ ପଡ଼ିଲା
ମୁ ଗୋଟେ ପେର୍ମିକା ଟେ ସେଇ ଦୀନ ଲାଗିଲା

ଯେବେଠୁ ତତେ ମୁଁ ଦେଇଚି ଦେଖି
ତୋ ପାଖେ ମୋମନ ଯାଇଚି ଲାଖି
ମୋ ନିଜକୁ ବନ୍ଧା ଦେଲି ତୋରି ପାଖରେ
ଲେଖୁ ଲେଖୁ ଲେଖି ଦେଲି ତୋ ନାଁ ସାଥିରେ ….
ଏଇ ମୋର ଛାତିରେ
କହୁ କହୁ କହି ଦେଲି ଭଲ ପାଏ ତତେରେ
ନିଜ ଠାରୁ ବେଶିରେ …
ତୋତେ ଭାବି ଗାର ଟିଏ ଯେବେ ଟାଣୀ ଦଉଚି
ମୋ ରାଣ ତୋ ଛବି ଆଙ୍କି ହେଇ ଯାଉଚି
ମୋନା ପଚାରିଲେ ତୋ ନା କହୁଚି
ଏଇ ଥିରୁ ଯା ନ ପ୍ରିୟା କେତେ ଭଲ ପାଉଚି
ସବୁ ବାଟ ମୋର ତୋ ପାଖେ ସରେ
ମୋ ସବୁ ଖୁସି ତ ଥା ଏ ହସରେ
କହିଦେ ତୁ ଭଲ ପାଉ ଆସି ସ୍ୱପ୍ନରେ …..

ଲେଖୁ ଲେଖୁ ଲେଖି ଦେଲି ତୋ ନାଁ ସାଥିରେ ….
ଏଇ ମୋର ଛାତିରେ
କହୁ କହୁ କହି ଦେଲି ଭଲ ପାଏ ତତେରେ
ମୋ ଠାରୁ ବେଶିରେ …

ଲେଖୁ ଲେଖୁ ଲେଖି ଦେଲି ତୋ ନାଁ ସାଥିରେ ….
ଏଇ ମୋର ଛାତିରେ
କହୁ କହୁ କହି ଦେଲି ଭଲ ପାଏ ତତେରେ
ମୋ ଠାରୁ ବେଶିରେ …

Related Post