Meghare Megha Kahija Megha lyrics

Meghare Megha Kahija Megha lyrics

ମେଘରେ ମେଘ
କହିଯା ମେଘ
କେତେ ଦୂରେ ମୋର ପ୍ରିୟା
ମେଘରେ ମେଘ
କହିଯା ମେଘ
କେତେ ଦୂରେ ମୋର ପ୍ରିୟା
ମେଘରେ ମେଘ
କହିଯା ମେଘ
କେତେ ଦୂରେ ମୋର ପ୍ରିୟା
ପ୍ରିୟା…
ମୋ ପ୍ରିୟ ଫେରି ନାହିଁ କିଆଁ
ମୋ ପ୍ରିୟ ଫେରି ନାହିଁ କିଆଁ
ନଦୀରେ ନଦୀ
କହିଯା ନଦୀ
ନଦୀରେ ନଦୀ
କହିଯା ନଦୀ
ଋଷିଚି କି ମୋର ପ୍ରିୟା
ପ୍ରିୟା…
ମୋ ପ୍ରିୟ ଫେରି ନାହିଁ କିଆଁ
ମୋ ପ୍ରିୟ ଫେରି ନାହିଁ କିଆଁ
କେଜାଣି ପ୍ରିୟା କେଉଁଠି ଥିବ
ମୋ ବିନା ଏକା କେମିତି ଥିବ
ହେ କେଜାଣି ପ୍ରିୟା କେଉଁଠି ଥିବ
ମୋ ବିନା ଏକା କେମିତି ଥିବ
କହିଥିଲା ସେ ଖବର ଦେବ
ଭୂଳିଗଲାଣି ବରଷେ ହେବ
ଜହ୍ନ ରେ ଜହ୍ନ
ବୁଝୁନି ମନ
ଏଇ… ଜହ୍ନ ରେ ଜହ୍ନ
ବୁଝୁନି ମନ
ବଦଳି ଗଲା କି ପ୍ରିୟା
ପ୍ରିୟା…
ମୋ ପ୍ରିୟ ଫେରି ନାହିଁ କିଆଁ
ମୋ ପ୍ରିୟ ଫେରି ନାହିଁ କିଆଁ
ମନ୍ଦିର ବେଢ଼ା ରହିଛି ସାକ୍ଷୀ
ବଉଳ ବେଦୀ ରହିଛି ସାକ୍ଷୀ
ହୋ… ମନ୍ଦିର ବେଢ଼ା ରହିଛି ସାକ୍ଷୀ
ବଉଳ ବେଦୀ ରହିଛି ସାକ୍ଷୀ
ତା ମୁହଁ ଆଜି ଖୋଜେ ମୋ ଆଖି
ଦେବାକୁ ଅଛି ସିନ୍ଦୂର ବାକି
ପକ୍ଷୀରେ ପକ୍ଷୀ
ଆଣିବୁ ଡାକି
ହେ… ପକ୍ଷୀରେ ପକ୍ଷୀ
ଆଣିବୁ ଡାକି
ଯେତେ ଦୁରେ ଥାଉ ପ୍ରିୟା
ପ୍ରିୟା…
ମୋ ପ୍ରିୟ ଫେରି ନାହିଁ କିଆଁ
ମୋ ପ୍ରିୟ ଫେରି ନାହିଁ କିଆଁ
ମେଘରେ ମେଘ
କହିଯା ମେଘ
ମେଘରେ ମେଘ
କହିଯା ମେଘ
କେତେ ଦୂରେ ମୋର ପ୍ରିୟା
ପ୍ରିୟା…
ମୋ ପ୍ରିୟ ଫେରି ନାହିଁ କିଆଁ
ମୋ ପ୍ରିୟ ଫେରି ନାହିଁ କିଆଁ
ନଦୀରେ ନଦୀ
କହିଯା ନଦୀ
ନଦୀରେ ନଦୀ
କହିଯା ନଦୀ
ଋଷିଚି କି ମୋର ପ୍ରିୟା
ପ୍ରିୟା…
ମୋ ପ୍ରିୟ ଫେରି ନାହିଁ କିଆଁ
ମୋ ପ୍ରିୟ ଫେରି ନାହିଁ କିଆଁ

Related Post