Dola Purnima Wishes in Odia
Dola Purnima Wishes in Odia ଦୋଳ ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା! ଏହି ପବିତ୍ର ପର୍ବ ଅବସରରେ କିଛି ସୁନ୍ଦର ଓଡ଼ିଆ ଶୁଭେଚ୍ଛା ଓ ମେସେଜ୍: ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦୋଳଗୋବିନ୍ଦଙ୍କ କୃପାରୁ ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ଦୋଳ ପୂର୍ଣ୍ଣିମାର ରଙ୍ଗେ ରଙ୍ଗିତ ହେଉ ଆପଣଙ୍କ ଜୀବନ! ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରୁ…
