ଈଶ୍ବରୀମୂଳ ଔଷଧଗୁଣ ବିସ୍ତୃତି ବର୍ଣ୍ଣନା
ଈଶ୍ବରୀମୂଳ ଔଷଧଗୁଣ ବିସ୍ତୃତି ବର୍ଣ୍ଣନା ଆରିଷ୍ଟୋଲୋକିଆସି ବୈଷୟିକ ନାମ – Aristolochia Indica L ଭାରତୀୟ ନାମ – ସଂସ୍କୃତ – ଈଶ୍ବରୀମୂଳ ଓଡ଼ିଆ – ଈଶ୍ବରୀମୂଳ ବଙ୍ଗଳା – ଈଶ୍ବରୀମୂଳ ତେଲୁଗୁ – ଗୁଟାଙ୍ଗାଦାରା ହିନ୍ଦୀ – ଈଶ୍ବରୀ ବ୍ୟବସାୟିକ ନାମ ସାଧାରଣ ଇଂରାଜୀ ନାମ ଓ ବୈଜ୍ଞାନିକ ବା ବୈଷୟିକ ନାମରୁ ଆସିଛି । ବର୍ଣ୍ଣନା-ଏହା ଗୋଟିଏ ମହାଲତା । କାଣ୍ଡର ତଳ ଅଂଶ ଟାଣ ।…
