ଥକାମନ ଚାଲ ଯିବା ଗୀତ
ଥକାମନ ଚାଲ ଯିବା ଗୀତ (ସାରିଆ ଭିଭିକ) ଥକାମନ ଚାଲ ଯିବା, ଚକାନୟନ ଦେଖିବା ଶଙ୍ଖନାଭି ମଣ୍ଡଳ ରେ, ବେନି ନେତ୍ର ପଖାଳିବ (ଘୋଷା) ବାଟରେ ବାଟମଙ୍ଗଳା, ଦେଖିବା ଅଠର ନଳା ପାଞ୍ଚମନ ଏକମେଳା, ନରେନ୍ଦ୍ର ସ୍ନାନ କରିବା ପହଞ୍ଚିବା ବଡ଼ଦାଣ୍ଡେ, ସେ ରେ ଦ୍ୱଣୁ ପାଇବା ତୁଣ୍ଡେ ଛତାତଳେ ରହି ଦଣ୍ଡେ, ସାଧୁଙ୍କ ସେବା କରିବା ସିଂହ ଦ୍ଵାର ଭିଡାଭଡ଼ି, ବାଜୁଅଛି ବେତବାଡ଼ି ଠେଲି ଦେଇ ଯିବା ମାଡ଼ି, …
