ବଡ଼ଓଷାର ମାହାତ୍ମ୍ୟ ଓ ବଡ଼ଓଷା କ’ଣ?

ବଡ଼ଓଷାର ମାହାତ୍ମ୍ୟ ଓ ବଡ଼ଓଷା କ’ଣ? ବଡ଼ଓଷା ହେଉଛି ଓଡ଼ିଶାର ଏକ ପ୍ରମୁଖ ଶୈବ ବ୍ରତ। ଏହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ / ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ। ଏହା ଭୀଷ୍ମ ପଞ୍ଚକ ଭିତରେ ଆସେ, ବଡ଼ ଏକାଦଶୀ ବା ଦେବ ଉତ୍ଥାନ…