ବିଶ୍ୱକର୍ମା ପୂଜା ବିଧି କିମ୍ବଦନ୍ତୀ ବିଶେଷତା
ବିଶ୍ୱକର୍ମା ପୂଜା ବିଧି କିମ୍ବଦନ୍ତୀ ବିଶେଷତା ନମସ୍ତୁଭ୍ୟ ବିଶ୍ୱକର୍ମା ବିଶ୍ଵକର୍ମା ବୈଦିକ ଓ ପୌରାଣିକ ଦେବତା ଦଂଶପାଳ ମହାବୀର ସୁଚିତ୍ରକର୍ମକାରକ ବିଶ୍ଵକୃତ୍ ବିଶ୍ଵଧୃକ୍ ବାସନାମାନଦଣ୍ଡଧୃକ ।। ଓଁ ବିଶ୍ଵକର୍ମଣେ ନମଃ। ହେ ଦଂଶପାଳ (ବର୍ମଦ୍ଵାର ପାଳନକାରୀ), ହେ ମହାବୀର, ହେ ବିଶ୍ୱର…
