smarteduguide.com
  • Home
  • ଶ୍ରୀ ବିମଳାଷ୍ଟକମ୍

ଶ୍ରୀ ବିମଳାଷ୍ଟକମ୍

Jul 15, 2026

ଶ୍ରୀ ବିମଳାଷ୍ଟକମ୍ ଶ୍ରୀ ଶ୍ରୀ ବିମଳାଷ୍ଟକମ୍ ସର୍ବମଙ୍ଗଳ ମାଙ୍ଗଲ୍ୟ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ ସୃଷ୍ଟି ସ୍ଥିତି ବିନାଶନତ୍ମ ଶକ୍ତିଭୁତେ ସନାତନୀ ଗୁଣାଶ୍ରୟେ ଗୁଣମୟୀ ନାରାୟଣୀ ନମୋସ୍ତୁତେ ଶରଣାଗତ ଦୀନାର୍ତ୍ତ ପରିତ୍ରାଣ ପରାୟଣେ ସର୍ବସ୍ୟାର୍ତ୍ତହରେ ଦେବୀ ନାରୟଣୀ ନମୋସ୍ତୁତେ ଆଦ୍ୟଦେବୀ ପରପୂରା ଭଗବତୀ ମାତା କୃପାସାଗରୀ ବ୍ରହ୍ମାନନ୍ଦପ୍ରଦାୟିନୀ ହରବଧୂ ଷଟ୍‌ଚକ୍ରଚକ୍ରେଶ୍ଵରୀ ମାୟାମୋହମୟୀ ଜନୋଦୟକାରୀ ବ୍ରହ୍ମାଣ୍ଡଭାଣ୍ଡୋଦରୀ ତ୍ରାହୀ ମାଂ ବିମଳେ ସଦା ସୁଖକରୀ ଶ୍ରୀକ୍ଷେତ୍ରରାଜେଶ୍ଵରୀ ଉଦ୍ୟତଚନ୍ଦ୍ର…

©smarteduguide.com