Chaitra Mangalwar Osa Book Odia
Chaitra Mangalwar Osa Book Odia ଚୈତ୍ର ମଙ୍ଗଳା ଓଷା କଥା ବନ୍ଦଇ ଶାରଳା ମାଗୋ ତୁମ୍ଭ ଶ୍ରୀଚରଣେ । ଲେଖୁଅଛି ପଦ ମାନ କହିଦେବମନେ ।। ନମଇଁ ଶାରଳା ମାଗୋ ଶିବଙ୍କ ଘରଣୀ । ଝଙ୍କଡ଼ପୁର ବାସିନୀ ମହିଷାମର୍ଦ୍ଦିନୀ ।। ଅମ୍ବିକା କାଳିକା ବେତାଳିକା ତୋର ନାମ । ଦୁର୍ଗାମହାମାୟୀ ଗୋ ମଙ୍ଗଳା ତୋର ନାମ ।। ଜୟ ଶ୍ରୀ ମଙ୍ଗଳା ମାଗୋ ତାରା କାତ୍ୟାୟନୀ । ସଙ୍ଗତରେ…
