Dussehra 2026 Date

Dussehra 2026 Date ଅକ୍ଟୋବର ୧୭, ୨୦୨୬ ଶନିବାର, ତୁଳା ୧ ଦିନ, ରାଷ୍ଟ୍ରୀୟ ଆଶ୍ୱିନ ୨୫ ଦିନ ଜଳ ବିଷୁବ (ତୁଳା) ସଂକ୍ରାନ୍ତି, ଗର୍ଭଣା ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଓ ପୀଠେ ମହାସପ୍ତମୀ ଅକ୍ଟୋବର ୧୮, ୨୦୨୬ ରବିବାର, ତୁଳା ୨ ଦିନ, ରାଷ୍ଟ୍ରୀୟ ଆଶ୍ୱିନ ୨୬ ଦିନ ମୃଣ୍ମୟୀ ଦେବୀଙ୍କର ସପ୍ତମୀ, ପୀଠେ ଓ ଶ୍ରୀମନ୍ଦିରରେ ମହାଷ୍ଟମୀ, ଭାଇ ଜିଉନ୍ତିଆ, ଶରଣ ଆରମ୍ଭ ଅକ୍ଟୋବର ୨୦, ୨୦୨୬ ମଙ୍ଗଳବାର,…