Megha Kadamba Odia lyrics
Megha Kadamba Odia lyrics Song: Megha Kadamba Film: Rakta Golapa Singer: Humane Sagar Lyrics: Rakesh Dash Music: Ashish Pradhan ଫାଜିଲି ତୋ ହସରେ କି ଯାଦୁ ଅଛିରେ ଏ ଛାତି ଭିତରେ ମୋ ହୁଏ ଜଖମ କଜଳ ତୁ ନାଇକି ବୁଲିକି ଚାହିଁଲେ ଏ ମନ କହୁଛି ମୁ ପାଖେ ରହ ମୋ ଆରେ ମୋ ମେଘ କଦମ୍ବ ବଢାନୀ ମୋ ମନ…
