Raja wishes in odia images 2026

Raja wishes in odia images 2026

“ହାପି ରଜ ରଜର ହାର୍ଦିକ ଶୁଭେଚ୍ଛା

ରଜ ପର୍ବ ଶୁଭେଚ୍ଛା | Raja Wishes in Odia
ପାନ, ପୋଡ଼ ପିଠା ଆଉ ଦୋଳିର ମଜା ସହିତ ଆସିଲା ରଜ ପର୍ବ।
ଆପଣଙ୍କ ଜୀବନରେ ଖୁସିର ବର୍ଷା ହେଉ। ରଜ ପର୍ବର ହାର୍ଦିକ ଶୁଭକାମନା।
ବସୁମତୀ ସ୍ନାନ ଆଉ ନୂଆ ଲୁଗାର ଖୁସି, ପୋଡ଼ ପିଠାର ମିଠା ସୁବାସ।
ରଜ ଆଣୁ ଆପଣଙ୍କ ଘରେ ସୁଖ ସମୃଦ୍ଧି। ଶୁଭ ରଜ ପର୍ବ 2026!
ତିନି ଦିନର ଏହି ମହାନ ପର୍ବରେ ମାଆ ଧରିତ୍ରୀଙ୍କୁ ବିଶ୍ରାମ ଦେବା,
ଆଉ ନାରୀତ୍ୱକୁ ସମ୍ମାନ ଜଣାଇବା। ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା।
ଦୋଳି ଖେଳି, ପୁଚି ଖେଳି, ସାଙ୍ଗସାଥୀଙ୍କ ସହ ମଜା କରି,
ରଜକୁ ଖୁବ୍ ସୁନ୍ଦର ଭାବେ ପାଳନ କର। ହାପି ରଜ!

Mithuna Raja Sankranti 2025

Raja greeting card image with any of these in Odia