ଶ୍ୟାମାପୂଜାରେ ଦ୍ରବ୍ୟ ତାଲିକା
ଶ୍ୟାମାପୂଜାରେ ଦ୍ରବ୍ୟ ତାଲିକା
ଗୁରୁ ପୂଜକ ଓ ଆଚାର୍ଯ୍ୟବରଣ ନିମିତ୍ତ ବସ୍ତ୍ର, ମୁଦ୍ରିକା ପ୍ରଭୃତି, ଯଜ୍ଞାପବୀତ, ତିଳ, ହରିଡ଼ା, ପଞ୍ଚବର୍ତ୍ତୀ ମୁରୁଜ, ପଞ୍ଚଗବ୍ୟ, ପଞ୍ଚଶସ୍ୟ, ପଞ୍ଚରନ, ପଞ୍ଚ ପଲ୍ଲବ, ଅରୁଆଚାଉଳ, ୧ ସରା, କୁଣ୍ଡ, ହାଣ୍ଡି, ଦର୍ପଣ, ତିନି କାଠିଆ, ପଇଡ଼, ତୀର, କଳା, ଗାମୁଛା, ମାଷ ଭକ୍ତି ବଳି, ଶ୍ୟାମା ପୂଜାର ଶାଢ଼ୀ ଓ ମହାକାଳଙ୍କ ଧୋତି, ବିଷ୍ଣୁଙ୍କ ଧୋତି, ଆସନ, ମୁଦ୍ରିକା, ମଧୁପର୍କ ବାଟି, ଦଧ୍, ମଧୁ, ଘୃତ, ଦୁଗ୍ଧ, ଚିନି, ପୁଷ୍ପ, ଦୁର୍ବା, ବିଲ୍ବପତ୍ର, ତୁଳସୀ, ଧୂପ, ଦୀପ, ନୈବେଦ୍ୟ, ପୁଷ୍ପ ଓ ବିଲ୍ଵପତ୍ରମାଳା, ଥାଳି, ଢାଳ, ଶଙ୍ଖା, ସିନ୍ଦୂର, ଚୁଡ଼ି, ବାଲି, କାଠ, ଘୃତବତୀ, ଗବ୍ୟଘୃତ, ଭୋଗଦ୍ରବ୍ୟ, କର୍ପୂର, ତାମ୍ବୁଳ, ପାନମସଲା, ଛାଗଳ ବଳି, ଆରତ୍ରିକ ଓ ଦକ୍ଷିଣା ପ୍ରଭୃତି ।
