smarteduguide.com
  • Home
  • Festivals
  • ସରସ୍ୱତୀ ପୂଜାରେ ଦ୍ରବ୍ୟ ତାଲିକା

ସରସ୍ୱତୀ ପୂଜାରେ ଦ୍ରବ୍ୟ ତାଲିକା

by Arpita Jena Jul 28, 2026

ସରସ୍ୱତୀ ପୂଜାରେ ଦ୍ରବ୍ୟ ତାଲିକା

ପୁରୋହିତ ବରଣ ସାମଗ୍ରୀ, ସିନ୍ଦୂର, ତିଳ, ହରିଡ଼ା, ପଞ୍ଚବର୍ତ୍ତୀ ମୁରୁଜ, ପଞ୍ଚଗବ୍ୟ, ପଞ୍ଚଶସ୍ୟ, ପଞ୍ଚରନ, ପଞ୍ଚପଲ୍ଲବ, କଳସ, କୁଣ୍ଡ, ଝାଣ୍ଡି, ତିନି କାଠିଆ ଦର୍ପଣ, ତୀର, କଳସ, ଗାମୁଛା, ପଇଡ଼, ସରା, ଅରୁଆ ଚାଉଳ, ଆସନ, ମୁଦ୍ରିକା, ପୁଷ୍ପ, ମଧୁପର୍କ ବାଟି, ସରସ୍ଵତୀଙ୍କର ଶାଢ଼ୀ, ପୁଷ୍ପ ଓ ବିଲ୍ଵପତ୍ର, ମାଳା, ଥାଳି, ଢାଳ, ଆମ୍ବ ବଉଳ, ଯବଧାନ୍ୟ, ମତ୍ସ୍ୟଧାର, ଲେଖନ, ତାଳପତ୍ର, ନୈବେଦ୍ୟ ସାମଗ୍ରୀ, ହୋମ ନିମିତ୍ତ ବାଲି, କାଷ୍ଠ, ଗୋମୟ, ଗବ୍ୟଘୃତ, ଘୃତବତୀ, ପାନ, କର୍ପୂର, ପୂର୍ଣପାତ୍ର ଓ ଦକ୍ଷିଣା ପ୍ରଭୃତି।  

ଶିବ, ଗଣେଶ, ବିଷ୍ଣୁ, ସୂର୍ଯ୍ୟ ଓ ଅନ୍ୟାନ୍ୟ ଦେବତାମାନଙ୍କ ପୂଜାରେ ଏହିପରିଆଚାର୍ଯ୍ୟ ପ୍ରଭୃତିଙ୍କୁ ବରଣ କରି ପୂଜିତ ଦେବୀଙ୍କ ଆସନ, ଆସନପାଦାସନା, ଅର୍ଘ୍ୟ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ମଧୁପର୍କ, ବସ୍ତ୍ର, ଯଜ୍ଞାପବୀତ, ପୁଷ୍ପମାଳା, କଳସ, ପଇଡ଼, ଗୁଆ, ସରା, ଅରୁଆ ଚାଉଳ, ଓ ହୋମ ସାମଗ୍ରୀ ଆବଶ୍ୟକ ଅଟେ

Tags: ସରସ୍ୱତୀ ପୂଜାରେ ଦ୍ରବ୍ୟ ତାଲିକା
Previous Article Which is the Best Biscuits in India
Next Article କାର୍ତ୍ତିକେୟ ପୂଜାର ଦ୍ରବ୍ୟ ତାଲିକା

©smarteduguide.com