Odia Calendar 2027 January With tithi

Odia Calendar 2027 January With tithi

Odia-Calendar-2027January-with-tithi
Odia-Calendar-2027January-with-tithi

ଜାନୁଆରୀ ମାସ ପର୍ବ ପର୍ବାଣି ୨୦୨୭
ତା୧ଶୁକ୍ରବାର: ଇଂରାଜୀ ନୂତନ ବର୍ଷ ୨୦୨୭ ଆରମ୍ଭ
ତା୩ ରବିବାର : ସର୍ବସମ୍ମତ ସଫଳା ଏକାଦଶୀ ଉପବାସ
ତା୬ ବୁଧବାର : ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା, ପରିକ୍ରମା
ତା୭ ଗୁରୁବାର: ବକୁଳ ଅମାବାସ୍ୟା, ଯଜ୍ଞବରାହ ଜନ୍ମ, ଚନ୍ଦ୍ର କ୍ଷୟ, ନିଶାପାଳନ ଓ ନଷ୍ଟ ଚନ୍ଦ୍ରୋପବାସ
ତା୯ ଶନିବାର: ଦ୍ଵିତୀୟାର ଚନ୍ଦ୍ରଦର୍ଶନ, ପୂଜା ଓ ଅର୍ଘ୍ୟଦାନ
ତା୧୧ ସୋମବାର: ମାସିକ ବିନାୟକ ବ୍ରତ
ତା୧୨ ମଙ୍ଗଳବାର : ଯୁବ ଦିବସ, ସ୍ଵାମୀ ବିବେକାନନ୍ଦ ଜୟନ୍ତୀ, ବରଗଡ଼ରେ ଧନୁ ଯାତ୍ରାରମ
ତା୧୩ ବୁଧବାର : ମାସାର, ଭୋଗୀ, ନବାଙ୍କ ବେଡ଼ା, ଶ୍ରୀଜୀଉଙ୍କ ନବାଙ୍କ ବେଶ, ଶରଣ ପଞ୍ଚକ ଶେଷ
ତା୧୪ ଗୁରୁବାର: ମକର ସଂକ୍ରାନ୍ତି, ପୋଙ୍ଗଲ୍, ଫକୀର ମୋହନ ଜୟନ୍ତୀ
ତା୧୫ ଶୁକ୍ରବାର : ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ
ତା ୧୮ ସୋମବାର : ଶାମ୍ବ ଦଶମୀ, ଚକରା ବିଷୋୟୀ ଜୟନ୍ତୀ
ତା ୧୯ ମଙ୍ଗଳବାର: ସର୍ବସମ୍ମତ ପୁତ୍ରଦା ଏକାଦଶୀ ଉପବାସ
ତା ୨୧ ଗୁରୁବାର: ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା
ତା ୨୨ ଶୁକ୍ରବାର : ଦେବାଭିଷେକ ପୂର୍ଣିମା, ପୁଷ ପୁନେଇ, ତୀର୍ଥରାଳ ମହୋଦଧୁଙ୍କ ଆରତୀ ଦିବସ, ଶ୍ରୀ ଜୀଉଙ୍କ ରାଜାଧରାଜ ବେଶ, ଚନ୍ଦ୍ରୋପବାସ
ତା ୨୩ ଶନିବାର : ମାଘ ବ୍ରତାରମ୍ଭ, ପୁଷ୍ୟାଭିଷେକ, ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ
ତା ୨୫ ସୋମବାର : ସଙ୍କଟ ଚତୁର୍ଥୀ ବ୍ରତ, ବୃହସ୍ପତି କର୍କଟ ରାଶିକୁ ବକ୍ର ଚଳନ, ଶୁଦ୍ଧକାଳ ଆରମ୍ଭ
ତା ୨୬ ମଙ୍ଗଳବାର : ସାଧାରଣତନ୍ତ୍ର ଦିବସ
ତା ୨୮ ଗୁରୁବାର : ସ୍ଵାମୀ ବିବେକାନ୍ଦ ଓ ରାମାନନ୍ଦଙ୍କ ଜନ୍ମ ତିଥି
ତା ୨୯ ଶୁକ୍ରବାର : ଅଷ୍ଟକା ଶ୍ରାଦ୍ଧ
ତା ୩୦ ଶନିବାର : ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ

January 2027: Saphala Ekadashi (Jan 3), Amavasya (Jan 7), Makar Sankranti (Jan 15), Pausha Putrada Ekadashi (Jan 18), Purnima (Jan 22).

🏠 Goto Home