Odia Calendar 2027 February With tithi
Odia Calendar 2027 February With tithi

February 2027: Sattila Ekadashi (Feb 2), Surya Grahan / Amavasya (Feb 6), Sri Panchami (Feb 11), Kumbha Sankranti (Feb 13), Magha Purnima & Chandra Grahan (Feb 20–21).
ଫେବୃୟାରୀ ମାସ ପର୍ବ ପର୍ବାଣି
ତା ୧ସୋମବାର : ବୁଧ ମହାଗ୍ରହ ଜୟନ୍ତୀ
ତା ୨ମଙ୍ଗଳବାର : ସର୍ବସମ୍ମତ ଷଳା ଏକାଦଶୀ, ଓଳାଶୁଣୀ ମେଳା
ତା ୪ ଗୁରୁବାର : ରଟନ୍ତୀ ଚତୁର୍ଦ୍ଦଶୀ, ଶିବ ଚତୁର୍ଦ୍ଦଶ୍ଳୋପବାସ ଓ ବେଢ଼ା, ଶରଣ ପଞ୍ଚକାରମ୍ଭ
ତା ୫ ଶୁକ୍ରବାର : ରଟରୀ ଚତୁର୍ଦ୍ଦଶୀ ସ୍ନାନ ଓ ଯମ ତର୍ପଣ
ତା ୬ ଶନିବାର : ତ୍ରିବେଣୀ ଅମାବାସ୍ୟା, ଶ୍ରୀ ବିରଳା ଦେବୀଙ୍କ ଜନ୍ମୋତ୍ସବ, ଅଦୃଶ୍ୟ ସୂର୍ଯ୍ୟୋପରାଗ, ନିଶାପାଳନ
ତା ୮ ସୋମବାର : ଦ୍ଵିତୀୟାର ଚନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ
ତା ୯ ମଙ୍ଗଳବାର: ଶରଣ ପଞ୍ଚକ ଶେଷ, ରୋଜା ଆରମ୍ଭ
ତା ୧୦ ବୁଧବାର : ବରଦା ଗଣେଶ ଚତୁର୍ଥୀ, ମାସିକ ବିନାୟକ ବ୍ରତ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଦ୍ମମୁଖ ବେଶ
ତା ୧୧ ଗୁରୁବାର : ଶ୍ରୀପଞ୍ଚମୀ, ଶ୍ରୀ ସରସ୍ଵତୀ ପୂଜା, ଭଞ୍ଜ ଜୟନ୍ତୀ, ରଥ କାଠ ଅନୁକୁଳ, ଗୁରୁପଞ୍ଚମୀ ବ୍ରତ
ତା ୧୨ ଶୁକ୍ରବାର : ମାସାନ୍ତ
ତା ୧୩ ଶନିବାର : କୁମ୍ଭ ସଂକ୍ରାଜି, ତିଳ ସପ୍ତମୀ, ଚନ୍ଦ୍ରଭାଗା ସ୍ନାନ, ଖଣ୍ଡଗିରି ମେଳା ଆରମ୍ଭ
ତା ୧୪ ରବିବାର : ଭୀଷ୍ମାଷ୍ଟମୀ ଶ୍ରାଦ୍ଧ ଓ ତର୍ପଣ, ମାଧୁଚାର୍ଯ୍ୟା ଜୟନ୍ତୀ
ତା ୧୭ ବୁଧବାର : ସର୍ବସମ୍ମତ ଭୈମୀ (ବଡ଼) ଏକାଦଶୀ, ବ୍ୟାସ ଓ ସରୋବର ମେଳା, ମହାପୁରୁଷ ଅଚ୍ୟୁତାନନ୍ଦ ଜୟନ୍ତୀ
ତା ୧୮ ଗୁରୁବାର : ବରାହ ଦ୍ୱାଦଶୀ, ଗୁରୁପୁଷ୍ୟା ଯୋଗ
ତା ୧୯ ଶୁକ୍ରବାର: ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା, ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମୋତ୍ସବ
ତା ୨୦ ଶନିବାର : ମାଘ ପୂର୍ଣ୍ଣିମା, ଅଗ୍ନ୍ୟା ତ୍ସବ ପୂର୍ଣିମା, ମାଘ ବ୍ରତ ସମାପନ, ଯୋରନ୍ଦା ମହିମା ଗାଦିରେ ମେଳା, ଶ୍ରୀଜୀଉଙ୍କ ଗଜୋଦ୍ଧାରଣ ବେଶ
ତା୨୮ ରବିବାର : ଅଷ୍ଟକା ଶ୍ରାଦ୍ଧ
