smarteduguide.com
  • Home
  • Lyrics
  • ଶ୍ରୀ ମହାଲକ୍ଷ୍ମୀ ଅଷ୍ଟକମ୍‌

ଶ୍ରୀ ମହାଲକ୍ଷ୍ମୀ ଅଷ୍ଟକମ୍‌

by Arpita Jena Jul 17, 2026

ଶ୍ରୀ ମହାଲକ୍ଷ୍ମୀ ଅଷ୍ଟକମ୍‌

ଶ୍ରୀ ମହାଲକ୍ଷ୍ମୀ ଅଷ୍ଟକମ୍‌ ହେଉଛି ମାତା ଲକ୍ଷ୍ମୀଙ୍କର ଏକ ଅତ୍ୟନ୍ତ ପ୍ରସିଦ୍ଧ ଓ ଶକ୍ତିଶାଳୀ ସ୍ତୋତ୍ର ଏହି ସ୍ତୋତ୍ରର ପାଠ ସର୍ବ ପାପ ନାଶ କରିବା ସହିତ ଧନ, ଧାନ୍ୟ ଓ ସମୃଦ୍ଧି ପ୍ରଦାନ କରିଥାଏ

Lyrics:

ଶ୍ରୀ ମହାଲକ୍ଷ୍ମୀ ଅଷ୍ଟକମ୍‌

ଇନ୍ଦ୍ର ଉବାତଃ

ନମସ୍ତେସ୍ତୁ ମାହାମାୟେ ଶ୍ରୀପୀଠେ ସୁରପୂଜିତେ

ଶଙ୍ଖ ଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମସ୍ତୁତେ

ନମସ୍ତେ ଗରୁଡ଼ାରୂଢ଼େ କୋଳାସୁର ଭୟଙ୍କରୀ

ସର୍ବ ପାପ ହରେ ଦେବୀ ମହାଲକ୍ଷ୍ମୀ ନମସ୍ତୁତେ

ସର୍ବଜ୍ୟେ ସର୍ବ ବରଦେ ସର୍ବ ଦୁଷ୍ଟ ଭୟଙ୍କରୀ

ସର୍ବ ଦୁଖ ହରେ ଦେବୀ ମହାଲକ୍ଷ୍ମୀ ନମସ୍ତୁତେ

ସିଦ୍ଧି ବୁଦ୍ଧି ପ୍ରଦେ ଦେବୀ ଭୁକ୍ତି ମୁକ୍ତି ମୁକ୍ତି ପ୍ରଦାୟିନୀ

ମନ୍ତ୍ର ମୂର୍ତେ ସଦା ଦେବୀ ମହାଲକ୍ଷ୍ମୀ ନମସ୍ତୁତେ

ଆଦ୍ୟନ୍ତରହିତେ ଦେବୀ ଆଦି ଶକ୍ତି ମହେଶ୍ଵରୀ

ଯୋଗଜେ ଯୋଗ ସମ୍ଭୂତେ ମହାଲକ୍ଷ୍ମୀ ନମସ୍ତୁତେ

ସ୍ତ୍ବଳସୂକ୍ଷ୍ମ ମହାରୌଦ୍ରେ ମହାଶକ୍ତି ନମସ୍ତୁତେ

ମହାପାପ ହ ହରେ ଦେବୀ ମହାଲକ୍ଷ୍ମୀ ନମସ୍ତୁତେ

ପଦ୍ମାସନେ ସ୍ଥିତେ ଦେବୀ ପରମବ୍ରହ୍ମ ସ୍ଵରୂପିଣୀ

ପରମେଶି ଜଗନ୍ମାତର ମହାଲକ୍ଷ୍ମୀ ନମସ୍ତୁତେ

ଶ୍ଵେତାମ୍ବର ଧରେଦେବୀ ନାନାଳଙ୍କାର ଭୂଷିତେ

ଜଗତ ସ୍ଥିତେ ଜଗନ୍ମାତର ମହାଲକ୍ଷ୍ମୀ ନମସ୍ତୁତେ

ମହାଲକ୍ଷ୍ମୀ ଅଷ୍ଟକମ ସ୍ତୋତ୍ରମ ଯଃ ପଠେତ୍ ଭକ୍ତିମାନ୍ ନରଃ

ସର୍ବ ସିଦ୍ଧି ମବାପ୍ଲୋତି ରାଜ୍ୟମ୍ ପ୍ରାତ୍ନିତି ସର୍ବଦା

ଏକକାଳମ୍ ଳମ୍ ପଠେନ୍ ନିତ୍ୟମ୍ ମହାପାପ ବିନାଶନମ୍

ଦ୍ଵିକାଳମ୍ ଯଃ ଳମ୍ ଯଃ ପଠେନ୍ନିତ୍ୟମ ଧନଧାନ୍ୟ ସମନ୍ୱିତଃ

ତ୍ରିକାଳମ୍ ଯଃ ପଠେନ୍ନିତ୍ୟମ ମହାଶତ୍ରୁ ବିନାଶନମ୍

ମହାଲକ୍ଷ୍ମୀର୍ଭବେନ୍ ନିତ୍ୟମ୍ ପ୍ରସନ୍ନା ବରଦା ଶୁଭା

Tags: ଶ୍ରୀ ମହାଲକ୍ଷ୍ମୀ ଅଷ୍ଟକମ୍‌
Previous Article Rath Yatra 2026 wishes
Next Article ଶ୍ରୀ ପୁରୁଷୋତ୍ତମ ଯିବା ମନ ଓଡ଼ିଆ ଜଗନ୍ନାଥ ଭଜନ ଗୀତ

©smarteduguide.com