smarteduguide.com
  • Home
  • ଓଡ଼ିଆ ଜଗନ୍ନାଥ ଭଜନ

ଶ୍ରୀ ପୁରୁଷୋତ୍ତମ ଯିବା ମନ ଓଡ଼ିଆ ଜଗନ୍ନାଥ ଭଜନ ଗୀତ

Jul 17, 2026

ଶ୍ରୀ ପୁରୁଷୋତ୍ତମ ଯିବା ମନ ଓଡ଼ିଆ ଜଗନ୍ନାଥ ଭଜନ ଗୀତ ଶ୍ରୀ ପୁରୁଷୋତ୍ତମ ଯିବା ମନ ସାଙ୍ଗ ହୋଇଥିବା ପାଞ୍ଚଜଣ ତୁନି ହୋଇଥିବା  କେହି ନ ଜାଣିବେ ବସି ଭାଳୁଥିବା ମନେ ମନ-ପ୍ରଭୁ ପାଞ୍ଚଜଣ ଦାଣ୍ଡକୁ ଫିଟିଛି ସିଂହଦ୍ଵାର ବାଇଶି ପାହାଚ ତଳ କର କଳ୍ପବଟ ମୂଳେ ଅନନ୍ତଶଯ୍ୟାରେ ମୁକୁତି ମଣ୍ଡପ ବିମ୍ବାଧର-ପ୍ରଭୁ ଲୟେ କର ସାଜେଣି ହୋଇଛି ତିନି ରଥ ପାଟ ପତନି ମଣ୍ଡଣି ନେତ ସୁବର୍ଣ୍ଣ କଳସ…

©smarteduguide.com