smarteduguide.com
  • Home
  • ରାମାୟଣ କୁଇଜ୍

Ramayana Quiz Odia

May 13, 2026

ରାମାୟଣ କୁଇଜ୍‌ ମୂଳ ରାମାୟଣ ରଚୟିତା କିଏ ? ଉତ୍ତର :  ମହର୍ଷି ବାଲ୍ମୀକି ଓଡ଼ିଆ ଦାଣ୍ଡି ରାମାୟଣର ରଚୟିତା କିଏ ? ଉତ୍ତର :  ବଳରାମ ଦାସ ଦସ୍ୟୁ ରତ୍ନାକର ପୁଷ୍କରିଣୀକୁ ସ୍ନାନ କରିବାକୁ ଗଲାବେଳେ କି ଅବସ୍ଥା ସୃଷ୍ଟି ହେଲା ? ଉତ୍ତର :  ପୁଷ୍କରିଣୀ ଶୁଖିଗଲା ଦସ୍ୟୁ-ରତ୍ନାକର ମହାମନ୍ତ୍ର କିପରି ଉଚ୍ଚାରଣ କରିଥିଲା ? ଉତ୍ତର :  ମରା-ମରା ଶବ୍ଦରୁ ଲକ୍ଷ୍ମୀ-ନାରାୟଣଙ୍କର ବାସସ୍ଥାନ କେଉଁଠି ?…

©smarteduguide.com