Jaga To Kala Ranga Lyrics Sourav Bharadwaj
Jaga To Kala Ranga Lyrics Sourav Bharadwaj ଜଗା ତୋର ସେ କଳା ରଙ୍ଗ ଲାଗେ କେତେ ଯେ ସୁନ୍ଦର ଜଗା ତା ‘ଠାରୁ ସୁନ୍ଦର ଲାଗେ ତୋର ନାଲି ଅଧର ( ୨ ) ତୋ କଳା ମୁହଁକୁ ଥରେ ଦେଲେ ଚାହିଁ ଜୀବନର ଯେତେ ଦୁଃଖ ସବୁ ଯାଏ ଉଭେଇ ଜଗା ତୋରି ପ୍ରେମରେ ମନ ମର ଏତେ ବିଭୋର ଜଗା ତୋର ସେ କଳା…
