Odia Calendar 2027 April With tithi

Odia Calendar 2027 April With tithi ଏପ୍ରିଲ ମାସ ପର୍ବ ପର୍ବାଣି ତା୧ ଗୁରୁବାର: ଉତ୍କଳ ଦିବସ ତା୨ ଶୁକ୍ରବାର: ଭୀମାଚୁଜ ଭିଲ ସର୍ବସମ୍ମତ ପାପମୋଚିନୀ ଏକାଦଶୀ ଉପବାସ ତା୩ ଶନିବାର: ପବିତ୍ର ମହାମହାବାରୁଣୀ ସ୍ନାନ, ରାମାନୁଜ ବୈଷ୍ଣବ ସମ୍ମତ ଏକାଦଶୀ ତା୪ ରବିବାର: ପବିତ୍ର ମହାବାରୁଣୀ ସ୍ନାନ, ସୂହୀ ଚତୁର୍ଦ୍ଦଶୀ, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା, ଶରଣ ପଞ୍ଚକ ଶେଷ ତା୬ ମଙ୍ଗଳବାର : ମଧୁ…