Odia Calendar 2027 April With tithi

Odia Calendar 2027 April With tithi

Odia Calendar 2027 April With tithi
Odia Calendar 2027 April With tithi

ଏପ୍ରିଲ ମାସ ପର୍ବ ପର୍ବାଣି
ତା୧ ଗୁରୁବାର: ଉତ୍କଳ ଦିବସ
ତା୨ ଶୁକ୍ରବାର: ଭୀମାଚୁଜ ଭିଲ ସର୍ବସମ୍ମତ ପାପମୋଚିନୀ ଏକାଦଶୀ ଉପବାସ
ତା୩ ଶନିବାର: ପବିତ୍ର ମହାମହାବାରୁଣୀ ସ୍ନାନ, ରାମାନୁଜ ବୈଷ୍ଣବ ସମ୍ମତ ଏକାଦଶୀ
ତା୪ ରବିବାର: ପବିତ୍ର ମହାବାରୁଣୀ ସ୍ନାନ, ସୂହୀ ଚତୁର୍ଦ୍ଦଶୀ, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା, ଶରଣ ପଞ୍ଚକ ଶେଷ
ତା୬ ମଙ୍ଗଳବାର : ମଧୁ ଅମାବାସ୍ୟା, ଚନ୍ଦ୍ର କ୍ଷଘ, ନିଶାପାଳନ ନଷ୍ଟ ଚନ୍ଦ୍ରୋପବାସ, ମା’ ମଙ୍ଗଳା ଓ ତାରାତାରିଣୀ ତୃତୀୟ ପାଳି ଯାତ୍ରା, ଗଙ୍ଗାଧର ମେହେର ତିରୋଧାନ ଦିବସ
ତା୭ ବୁଧବାର : ହିନ୍ଦୁ ନବ ବର୍ଷ, ତେଲୁଗୁ ନବ ବର୍ଷ, ସମ୍ବତ୍‌-୨୦୮୪ ପ୍ରବେଶ, ପୀଠ ଓ ମୃଣ୍ମୟୀ ଦେବୀଙ୍କ ନବରାତ୍ର ଆରମ୍ଭ
ଦ୍ଵିତୀୟାର ଚନ୍ଦ୍ର ଦର୍ଶନ, ମସ୍ୟାବତାର ଜୟନ୍ତୀ
ତା୧୦ ଶନିବାର: ମାସିକ ବିନାୟକ ବ୍ରତ
ତା୧୨ ସୋମବାର: ମୃଣ୍ମୟୀ ଦେବୀଙ୍କ ମାସଜିକ ବିଲ୍ଵବାସ, ପୀଠେ ବାସରିକ ମହା ସପ୍ତମୀ, ଶ୍ରୀମନ୍ଦିରେ ଚୈତ୍ର ଗୁଣ୍ଡିଚା
ତା୧୩ ମଙ୍ଗଳବାର : ସୌର ବର୍ଷ ଶେଷ, ମାସନ୍ତ, ମା’ ମଙ୍ଗଳା ଓ ତାରାତାରିଣୀଙ୍କ ୪ର୍ଥ ପାଳି ଯାତ୍ରା, ମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା ଓ ପୀଠେ ଗୃହଦେବୀଙ୍କ ବାସଜିକ ମହାଷ୍ଟମୀ
ତା୧୪ ବୁଧବାର : ମେଷ, ମହାବିଷୁବ (ପଣା) ସଂକ୍ରାନ୍ତି, ଆମ୍ବେଦକର ଜୟନ୍ତୀ, ଅଶୋକାଷ୍ଟମୀ, ଶ୍ରୀ ଲିଙ୍ଗରାଜ ଦେବଙ୍କ ରଥ ଯାତ୍ରା, ମୃଣ୍ମୟୀ ଦେବୀଙ୍କ ମହାଅଷ୍ଟମୀ, ଜତ୍କଳୀୟ ନବବର୍ଷ
ତା୧୫ ଗୁରୁବାର : ଶ୍ରୀରାମ ନବମୀ, ପୀଠେ ବାସନ୍ତିକ ଦଶହରା, ମୃଣ୍ମୟୀ ମହାନବମୀ
ତା୧୬ ଶୁକ୍ରବାର: ମୃଣ୍ମୟୀ ବାସନ୍ତିକ ଦଶହରା
ତା୧୭ ଶନିବାର: ସର୍ବସମ୍ମତ କାମଦା ଏକାଦଶୀ ଉପବାସ, ଅନନ୍ତ ମହିମା ମେଳା
ତା୧୮ ରବିବାର: ଅନଙ୍ଗ ତ୍ରୟୋଦଶୀ
ତା୧୯ ସୋମବାର : ବିଷ୍ଣୁ ଓ ଶିବ ଦମନକ ଯାତ୍ରା, ମହାବୀର ଜୟନ୍ତୀ, ଶିବ ଚତୁର୍ଦଶୀ ଉପବାସ ଓ ବେଢ଼ା
ତା୨୦ ମଙ୍ଗଳବାର : ଚୈତ୍ର ପୂର୍ଣ୍ଣିମା, ସଙ୍କଟ ତାରିଣୀ ବ୍ରତ, ନାଚ ପୂଜା, ହିଙ୍ଗୁଳା ଯାତ୍ରା, ମଙ୍ଗଳ ପୂର୍ଣ୍ଣିମା ବ୍ରତ, ପୂର୍ଣ୍ଣିମାର ଚନ୍ଦ୍ରୋପବାସ, ମା’ ମଙ୍ଗଳା ଓ ତାରାତାରିଣୀଙ୍କ ଶେଷପାଳି
ତା୨୧ ବୁଧବାର: ବୈଶାଖ ବ୍ରତାରମ୍ଭ
ତା୨୪ ଶନିବାର: ସତ୍ୟସାଇ ବାବାଙ୍କ ମହାପ୍ରୟାଣ ଦିବସ, ମାନବିକ ଅଧିକାର ଦିବସ
ତା୨୬ ସୋମବାର: ପରାଳା ମହାରାଜା ଶ୍ରୀ କୃଷ୍ଣଳନ୍ଦ୍ର ଗଜପତି ଜୟନ୍ତୀ
ତା୨୭ ମଙ୍ଗଳବାର: ଶରଣ ପଞ୍ଚକାରମ୍ଭ
ତା୨୮ ବୁଧବାର : ମଧୁବାବୁ ଜୟନ୍ତୀ

🏠 Goto Home