Odia Calendar 2027 July With tithi

Odia Calendar 2027 July With tithi ଜୁଲାଇ ମାସ ପର୍ବ ପର୍ବାଣି ତା୨ ଶୁକ୍ରବାର : ଅଣସର ତ୍ରୟୋଦଶୀ,ଘଣା ଲାଗି, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା, ସାମନ୍ତ ଚନ୍ଦ୍ରଶେଖରଙ୍କ ତିରୋଧାନ ତା୩ ଶନିବାର : ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ତା୪ ରବିବାର: ଆଷାଢ଼ ଅମାବାସ୍ୟା, ଗୋ-ସହସ୍ର ଗଙ୍ଗାସ୍ନାନ, ଶ୍ରୀଜୀଉଙ୍କ ଉତ୍ତାଯାତ୍ରା ତା୫ ସୋମବାର : ବିଶ୍ୱ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଦ୍ଵିତୀୟାର ଚନ୍ଦ୍ର ଦର୍ଶନ…