Odia Calendar 2027 July With tithi
Odia Calendar 2027 July With tithi
ଜୁଲାଇ ମାସ ପର୍ବ ପର୍ବାଣି
ତା୨ ଶୁକ୍ରବାର : ଅଣସର ତ୍ରୟୋଦଶୀ,ଘଣା ଲାଗି, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା, ସାମନ୍ତ ଚନ୍ଦ୍ରଶେଖରଙ୍କ ତିରୋଧାନ
ତା୩ ଶନିବାର : ନେତ୍ରୋତ୍ସବ, ନବ ଯୌବନ ଦର୍ଶନ
ତା୪ ରବିବାର: ଆଷାଢ଼ ଅମାବାସ୍ୟା, ଗୋ-ସହସ୍ର ଗଙ୍ଗାସ୍ନାନ, ଶ୍ରୀଜୀଉଙ୍କ ଉତ୍ତାଯାତ୍ରା
ତା୫ ସୋମବାର : ବିଶ୍ୱ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଦ୍ଵିତୀୟାର ଚନ୍ଦ୍ର ଦର୍ଶନ ଓ ପୂଜା
ତା୬ ମଙ୍ଗଳବାର : ବିପତ୍ତାରିଣୀ ବ୍ରତ
ତା୭ ବୁଧବାର : ମାସିକ ବିନାୟକ ଚତୁର୍ଥୀ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସ
ତା୮ ଗୁରୁବାର: ଗୁରୁ ପଞ୍ଚମୀ ବ୍ରତ
ତା୯ ଶୁକ୍ରବାର : ହେରା ପଞ୍ଚମୀ
ତା୧୧ ରବିବାର: ପର୍ଶୁରାମ ଅଷ୍ଟମୀ
ତା୧୨ ସୋମବାର: ନବମୀର ସନ୍ଧ୍ୟା ଦର୍ଶନ, ଇନ୍ଦ୍ରଦ୍ୟୁମ୍ନ ମହୋତ୍ସବ
ତା୧୩ ମଙ୍ଗଳବାର : ବିଶ୍ଵ ପ୍ରସିଦ୍ଧ ବାହୁଡ଼ା ଯାତ୍ରା
ତା୧୪ ବୁଧବାର : ସର୍ବସମ୍ମତ ହରିଶୟନ (ବଡ଼) ଏକାଦଶୀ, ଚାତୁର୍ମାସ ବ୍ରତାରମ୍ଭରଥ ଉପରେ ସୁନା ବେଶ
ତା୧୫ ଗୁରୁବାର : ଅଧରପଣା, ଗରୁଡ଼ ଶୟନ
ତା୧୬ ଶୁକ୍ରବାର : ଶିବ ଶୟନୋତ୍ସବ, ମାସାନ୍ତ, ଶ୍ରୀ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା
ତା୧୭ ଶନିବାର : ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି, ଶ୍ରୀମନ୍ଦିରେ ଦକ୍ଷିଣାୟନ ବନ୍ଦାପନା
ତା୧୮ ରବିବାର : ବ୍ୟାସ ପୂର୍ଣିମା, ଗୁରୁ ପୂଜା, ଶରଣ ପଞ୍ଚକାରମ୍ଭ
ତା୨୩ ଶୁକ୍ରବାର : ମନସା ପଞ୍ଚମୀ, ଶରଣ ପଞ୍ଚକ ଶେଷ
ତା୨୭ ମଙ୍ଗଳବାର : ଡ଼. ଅବ୍ଦୁଲ୍ କାଲାମ ଜୟନ୍ତୀ
ତା୨୮ବୁଧବାର : ସ୍ଵାମୀ ଶିବାନନ୍ଦଙ୍କ ମହାସମାଧ୍ ଦିବସ
ତା୩୦ ଶୁକ୍ରବାର: ସର୍ବସମ୍ମତ କାମଦା ଏକାଦଶୀ ଉପବାସ