Odia Calendar 2027 March With tithi
Odia Calendar 2027 March With tithi ମାର୍ଚ୍ଚ ମାସ ପର୍ବ ପର୍ବାଣି ତା୧ସୋମବାର : ଅନଷ୍ଟକା ଶ୍ରାଦ୍ଧ ତା୨ ମଙ୍ଗଳବାର: ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ତା୪ ଗୁରୁବାର: ସର୍ବସମ୍ମତ ପଙ୍କୋଦ୍ଧାର ଏକାଦଶୀ, ଉପବାସ, ଶରଣପଞ୍ଚ ରମ୍ଭ ତା୫ ଶୁକ୍ରବାର: କଳିଙ୍ଗ ବୀର ବିଜୁ ପଟ୍ଟନାୟକ ଜୟନ୍ତୀ ତା୬ ଶନିବାର: ମହାଶିରାତ୍ରି, କାଗର ମହୋତ୍ସବ, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ତା୭ ରବିବାର: ଚନ୍ଦ୍ର କ୍ଷୟ, ନିଶାପାଳନ,…
