Odia Calendar 2027 March With tithi

Odia Calendar 2027 March With tithi

Odia Calendar 2027 March With tithi
Odia Calendar 2027 March With tithi

ମାର୍ଚ୍ଚ ମାସ ପର୍ବ ପର୍ବାଣି
ତା୧ସୋମବାର : ଅନଷ୍ଟକା ଶ୍ରାଦ୍ଧ
ତା୨ ମଙ୍ଗଳବାର: ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ
ତା୪ ଗୁରୁବାର: ସର୍ବସମ୍ମତ ପଙ୍କୋଦ୍ଧାର ଏକାଦଶୀ, ଉପବାସ, ଶରଣପଞ୍ଚ ରମ୍ଭ
ତା୫ ଶୁକ୍ରବାର: କଳିଙ୍ଗ ବୀର ବିଜୁ ପଟ୍ଟନାୟକ ଜୟନ୍ତୀ
ତା୬ ଶନିବାର: ମହାଶିରାତ୍ରି, କାଗର ମହୋତ୍ସବ, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା
ତା୭ ରବିବାର: ଚନ୍ଦ୍ର କ୍ଷୟ, ନିଶାପାଳନ, ନଷ୍ଟ ଚନ୍ଦ୍ରୋପବାସ
ତା୮ ସୋମବାର: ମହିଳା ଦିବସ, ଶରଣ ପଞ୍ଚକ ଶେଷ, ଗୋ-ସହସ୍ରା ଗଙ୍ଗା ସ୍ନାନ
ତା୯ ମଙ୍ଗଳବାର : ଦ୍ଵିତୀୟାର ଚନ୍ଦ୍ର ଦର୍ଶନ, ପୂଜା ଓ ଅର୍ଘ୍ୟ ଦାନ, ରୋଳା ଶେଷ
ତା୧୦ ବୁଧବାର : ଇଦୁଲ୍-ଫିତର୍, ରାମକୃଷ୍ଣ ପରମହଂସ ଜୟନ୍ତୀ
ତା୧୨ ଶୁକ୍ରବାର : ମାସିକ ବିନାୟକ ବ୍ରତ
ତା୧୪ ରବିବାର : ମାସନ୍ତ
ତା୧୫ ସୋମବାର : ମୀନ ସଂକ୍ରାନ୍ତି
ତା୧୭ ବୁଧବାର : ଫଗୁ ଦଶମୀ, ଦୋଳ ଯାତ୍ରାରମ୍ଭ
ତା୧୮ ଗୁରୁବାର : ରାମାନୁଳ ବୈଷ୍ଣବ ଭିନ୍ନ ସର୍ବସମ୍ମତ, ପାପନାଶିନୀ ଏକାଦଶୀ, ଗୁରୁପୁଷ୍ୟା ଯୋଗ, ଲକ୍ଷ୍ମୀନାରାୟଣ ବ୍ରତ, ପାପନାଶିନୀ ସ୍ନାନ
ତା୧୯ ଶୁକ୍ରବାର : ସାମାନ୍ୟ ଗୋବିନ୍ଦ ଦ୍ୱାଦଶୀ ସ୍ନାନ
ତା୨୧ରବିବାର : ପୂର୍ଣ୍ଣିମା, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା, ରାଜାଗ୍ନି ଉତ୍ସବ, ବରାହ ଦୋଳ, ଓଳକଣା ମିଳନ, ହୋଲିକା ଦହନ
ତା୨୨ ସୋମବାର : ଦୋଳ ପୂର୍ଣ୍ଣିମା, ଶ୍ରୀ ଚୈତନ୍ୟ ଜନ୍ମ, ନୂତନ ପଞ୍ଜିକା ପଠନ ଓ ଶ୍ରବଣ ଦିବସ, ଶ୍ରୀଳୀଜଙ୍କ ରାଜା ବେଶ
ତା୨୩ ମଙ୍ଗଳବାର : ହୋଲି ଉତ୍ସବ, ଶ୍ରୀମନ୍ଦିରେ ରଙ୍ଗ ଉତ୍ସବ, ମା’ ତାରାତାରିଣୀ ଓ ମା’ ମଙ୍ଗଳାଙ୍କ ଯାତ୍ରା ଆରମ୍ଭ
ତା୨୬ ଶୁକ୍ରବାର : ଗୁଡ଼ ଫ୍ରାଇଡ଼େ
ତା୨୭ ଶନିବାର : ପଞ୍ଚ ଦୋଳ, ସ୍କନ୍ଦ ଷଷ୍ଠୀ, ଇଷ୍ଟରସଟର୍‌ଡ଼େ
ତା୩୦ ମଙ୍ଗଳବାର : ମା’ ତାରାତାରିଣୀ ଓ ମା’ ମଙ୍ଗଳାଙ୍କ ଦ୍ଵିତୀୟ ପାଳି ଯାତ୍ରା
ତା୩୧ ବୁଧବାର : ଶରଣ ପଞ୍ଚକାରମ୍ଭ

March 2027: Pankoddhar Ekadashi (March 4), Maha Shivaratri (March 6), Amavasya (March 8), Meena Sankranti (March 15), Holika Dahan (March 21), Holi & Purnima (March 22)

🏠 Goto Home