ଶ୍ରୀ ପୁରୁଷୋତ୍ତମ ଯିବା ମନ ଓଡ଼ିଆ ଜଗନ୍ନାଥ ଭଜନ ଗୀତ
ଶ୍ରୀ ପୁରୁଷୋତ୍ତମ ଯିବା ମନ ଓଡ଼ିଆ ଜଗନ୍ନାଥ ଭଜନ ଗୀତ ଶ୍ରୀ ପୁରୁଷୋତ୍ତମ ଯିବା ମନ ସାଙ୍ଗ ହୋଇଥିବା ପାଞ୍ଚଜଣ ତୁନି ହୋଇଥିବା କେହି ନ ଜାଣିବେ ବସି ଭାଳୁଥିବା ମନେ ମନ-ପ୍ରଭୁ ପାଞ୍ଚଜଣ ଦାଣ୍ଡକୁ ଫିଟିଛି ସିଂହଦ୍ଵାର ବାଇଶି ପାହାଚ ତଳ କର କଳ୍ପବଟ ମୂଳେ ଅନନ୍ତଶଯ୍ୟାରେ ମୁକୁତି ମଣ୍ଡପ ବିମ୍ବାଧର-ପ୍ରଭୁ ଲୟେ କର ସାଜେଣି ହୋଇଛି ତିନି ରଥ ପାଟ ପତନି ମଣ୍ଡଣି ନେତ ସୁବର୍ଣ୍ଣ କଳସ…
