Bhala Paere Paere lyrics

Bhala Paere Paere lyrics

Bhala Paere Paere lyrics
Bhala Paere paere tate kain Etere lyrics

 

 

 

 

 

 

 

 

 

Bhala Pae Re New Odia Song Sovan Samal Sucharita Swain Humane Sagar Aseema Panda

“Bhala Pae Re”,
Starring – Sovan & Sucharita
Director – Raja D
DOP – Biswajit Kuldi
Assistant Director – Nikesh Panigrahi
Editor – Manas Kumar Sahoo

ପ୍ରେମର ବଜାରରେ ଖୁସିର ଓଜନଟାଲାଗେ ରେ ଆଜି କାଇଁ ତ ଟିକେ ଭାରି?ସେଇଥି ପାଇଁ ବୋଧେ ଖୁସିରୁ ମୋର ଅଧେଯୁଆଡେ ଗଲେ ପଡୁଛି ଖାଲି ଝରି
ଯେତେ ତାରା ଅଛି ଆକାଶରୁ ସାଉଁଟିନାଇଦେବି ତୋ ଗଭାରେ ମୁଁ ଧିରେ ଧିରେ
ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ?ଜାଣେନା ରେ, କାଇଁ ଜାଣେନା ରେ?ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ?ଜାଣେନା ରେ, କାଇଁ ଜାଣେନା ରେ?
କିଛି ବୋଧେ କହିବୁ ବୋଲି, ତୋ ପାଖକୁ ଧାଇଁ ଆସିଲିଲାଜରେ ଗଲୁ ଟିକେ ଝାଉଁଳିଅଧାକୁହା ଓଠର କଥା, ମନ କରେ କିବା ଅଜଣାପ୍ରେମରେ ତୋର ଯାଏ ତରଳି
ଯେତେ ସ୍ବପ୍ନ ବାକି ଅଛି ଏଇ ରାତିରେବୁଣିଦେବି ସବୁ ଆଣି ପୁଣି ତୋ ନିଦରେ
ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ?ଜାଣେନା ରେ, କାଇଁ ଜାଣେନା ରେ?ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ?ଜାଣେନା ରେ, କାଇଁ ଜାଣେନା ରେ?
ଆଜି ଏଇ ଆକାଶ ସାରା ଏତେ ରଙ୍ଗ କିଏ ବୁଣିଲା?ଇର୍ଷାରେ ଇନ୍ଦ୍ରଧନୁ ଜଳେ ରେଓ, ତୋ ହସର ରଙ୍ଗ ଛିଟିକା ବୋଧେ ଯାଇ ଲାଗିଗଲା ରେଜଳିଲେ ଜଳୁ, କିଏ ପଚାରେ
ଯେତେ ପ୍ରେମ ବାକିଅଛି ସବୁ ସାଉଁଟିଢାଳିଦେବି ଏକାଥରେ ଆସି ଧୀରେ ଧୀରେ
ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ?ଜାଣେନା ରେ, କାଇଁ ଜାଣେନା ରେ?
ଜାଣେନା ରେ, କାଇଁ ଜାଣେନା ରେ?ଜାଣେନା ରେ, ଜାଣେନା ରେ

Leave a Reply

Your email address will not be published. Required fields are marked *

error: Content is protected !!