Hruday Ku Bhari Kasta Hauchi Lyrics
Singer: Alaka Avilekha
Song: Hruday Ku Bhari Kasta Hauchi
Music: Prem Anannda
Lyrics: Prem Anannda
Post Production: Basudev Films
“Hruday Ku Bhari Kasta Hauchi” is a deeply emotional Odia melody that expresses the pain of unforgettable love, silent longing, and the struggle of trying to move on while memories refuse to fade.

ହୁଦୟକୁ ଭାରି କଷ୍ଟ ହଉଚି ..
ହୁଦୟକୁ ଭାରି କଷ୍ଟ ହଉଚି ..
କଷ୍ଟ ଦେଉ ଥିବା ଲୋକ ମୋ ହୁଦୟରେ ଅଛି
କଷ୍ଟ ଦେଉ ଥିବା ଲୋକ ମୋ ହୁଦୟରେ ଅଛି
ହୁଦୟକୁ ଭାରି କଷ୍ଟ ହଉଚି ….
ହୁଦୟକୁ ଭାରି କଷ୍ଟ ହଉଚି ….
କଷ୍ଟ ଦେଉ ଥିବା ଲୋକ ମୋ ହୁଦୟରେ ଅଛି
କଷ୍ଟ ଦେଉ ଥିବା ଲୋକ ମୋ ହୁଦୟରେ ଅଛି
ମୁଁ ଜାଣି ଜାଣି ତତେ ମୋଠୁ ହୁଦୟରେ ରଖିଛି
ଟିକେ ଅନୁଭବ କରିବାକୁ ବଞ୍ଚିଛି ହଁ ବଞ୍ଚିଛି
ମୁଁ ଜାଣି ଜାଣି ତତେ ମୋଠୁ .ହୁଦୟରେ ରଖିଛି
ଟିକେ ଅନୁଭବ କରିବାକୁ ବଞ୍ଚିଚି ହଁ ବଞ୍ଚିଛି
ମୁଁ ବାରମ୍ବାର ଯେତେ ଥର ଭୁଲି ବାକୁ ଚାଁହୁଛି
ଭାବିଲେ ବା କଣ ହବ ମନ କଣ ମାନୁଛି
ହୁଦୟକୁ ଭାରି କଷ୍ଟ ହଉଚି ….
ହୁଦୟକୁ ଭାରି କଷ୍ଟ ହଉଚି ….
କଷ୍ଟ ଦେଉ ଥିବା ଲୋକ ମୋ ହୁଦୟରେ ଅଛି
କଷ୍ଟ ଦେଉ ଥିବା ଲୋକ ମୋ ହୁଦୟରେ ଅଛି
ମୁଁ ଜାଣିଛି ସେ କେବେ ଠାରୁ ମୋତେ ଭୁଲି ଯାଇଛି
ହେଲେ ଜାଣିବାକୁ ଇଚ୍ଛା ଭାରି କେତେ ମୋତେ ଭୁଲିଛି
ମୁଁ ଜାଣିଛି ସେ କେବେ ଠାରୁ ମୋତେ ଭୁଲି ଯାଇଛି
ହେଲେ ଜାଣିବାକୁ ଇଚ୍ଛା ଭାରି କେତେ ମୋତେ ଭୁଲିଛି
ବେଳେ ବେଳେ ହୁଦୟକୁ ପ୍ରଶ୍ନ ଏତେ କରୁଛି
ହଁ ଭୁଲି ଯାଇ ଥିବା ଲୋକ କାଇଁ ମନେ ପଡୁଛି
ହୁଦୟକୁ ଭାରି କଷ୍ଟ ହଉଚି ….
ହୁଦୟକୁ ଭାରି କଷ୍ଟ ହଉଚି ….
କଷ୍ଟ ଦେଉ ଥିବା ଲୋକ ମୋ ହୁଦୟରେ ଅଛି
କଷ୍ଟ ଦେଉ ଥିବା ଲୋକ ମୋ ହୁଦୟରେ ଅଛି
କଷ୍ଟ ଦେଉ ଥିବା ଲୋକ ମୋ ହୁଦୟରେ ଅଛି
କଷ୍ଟ ଦେଉ ଥିବା ଲୋକ ମୋ ହୁଦୟରେ ଅଛି …….