Rakhi Muhurat 28 August 2026

Rakhi Muhurat 28 August 2026 Raksha Bandhan 2026 is Friday, 28 August 2026 in India This year there is a date shift between West and India due to Purnima Tithi: Tithi Details (from Drik Panchang) Purnima Tithi Begins – 04:38 AM on Aug 27, 2026 Purnima Tithi Ends – 05:18 AM…

ନୂଆଖାଇ ପର୍ବ ବିଧି କିମ୍ବଦନ୍ତୀ ବିଶେଷତା

ନୂଆଖାଇ ପର୍ବ ବିଧି କିମ୍ବଦନ୍ତୀ ବିଶେଷତା ନୂଆଁଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଁଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ( ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା । ଧାନ ଅମଳର…

ବିଶ୍ୱକର୍ମା ପୂଜା ବିଧି କିମ୍ବଦନ୍ତୀ ବିଶେଷତା

ବିଶ୍ୱକର୍ମା ପୂଜା ବିଧି କିମ୍ବଦନ୍ତୀ ବିଶେଷତା ନମସ୍ତୁଭ୍ୟ ବିଶ୍ୱକର୍ମା ବିଶ୍ଵକର୍ମା ବୈଦିକ ଓ ପୌରାଣିକ ଦେବତା ଦଂଶପାଳ ମହାବୀର ସୁଚିତ୍ରକର୍ମକାରକ ବିଶ୍ଵକୃତ୍ ବିଶ୍ଵଧୃକ୍ ବାସନାମାନଦଣ୍ଡଧୃକ ।। ଓଁ ବିଶ୍ଵକର୍ମଣେ ନମଃ। ହେ ଦଂଶପାଳ (ବର୍ମଦ୍ଵାର ପାଳନକାରୀ), ହେ ମହାବୀର, ହେ ବିଶ୍ୱର ସୃଷ୍ଟିକର୍ତ୍ତା ଓ ବିଶ୍ଵବିଧାତା, ହେ ସୁନ୍ଦର ଚିତ୍ରଭଳି କର୍ମକାରକ, ଆପଣ ମାଲ୍ୟ, ଚନ୍ଦନ, ମାନଦଣ୍ଡ ଧାରଣ କରନ୍ତି – ଆପଣଙ୍କୁ ନମସ୍କାର ! ବିଶ୍ଵକର୍ମା ବୈଦିକ ଓ…

ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ

ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ। ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନବଦିନ, ତ୍ରିଦିନ ଧରି ପାଳିତ ହୁଏ । ମୁଖ୍ୟତ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନ ର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷ ମଧ୍ୟ ବାସନ୍ତୀ ନବରାତ୍ର ରୂପେ ପରିଚିତ । ଦେବୀ ପୁରାଣ ଓ କାଳିକା…

ଦୂତୀବାହନ ଓଷା ବିଧି ବିଧି କିମ୍ବଦନ୍ତୀ ବିଶେଷତା

ଦୂତୀବାହନ ଓଷା ବିଧି ବିଧି କିମ୍ବଦନ୍ତୀ ବିଶେଷତା ଦୂତୀ ବାହନ ଓଷା ଦୁତିଆ ଓଷା, ଦୂତୀଆ ଓଷା, ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା ଜୀମୂତବାହନ ଉପବାସନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା “ପୁଅ ଜିଉଁତିଆ” ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ…

ଦୀପାବଳୀ ପର୍ବ ବିଧି କିମ୍ବଦନ୍ତୀ ବିଶେଷତା

ଦୀପାବଳୀ ପର୍ବ ବିଧି କିମ୍ବଦନ୍ତୀ ବିଶେଷତା ଦୀପାବଳୀ ଏକ ଭାରତୀୟ ପର୍ବ । ଏହା ଆଲୁଅର ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପର୍ବ ନାନାଦି କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ ।ହିନ୍ଦୁମାନଙ୍କ ପାଇଁ ଦୀପାବଳୀ ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ପୌରାଣିକ କାର୍ତ୍ତିକ ଅମାଵାସ୍ୟା ରେ ଦୀପାବଳୀ ଉତ୍ସବ ପାଳନ କରାଯାଏ…

ଦଶହରା ର ବିଧି କିମ୍ବଦନ୍ତୀ ବିଶେଷତା

ଦଶହରା ର ବିଧି କିମ୍ବଦନ୍ତୀ ବିଶେଷତା ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଓଡ଼ିଶା ଭିନ୍ନ ବିଭିନ୍ନ ଭାରତୀୟ ରାଜ୍ୟରେ ଏହା ଦଶେରା, ନବରାତ୍ରି, ଦୁର୍ଗା ପୂଜା ନାମରେ ସମାନ ସମୟରେ ପାଳିତ । ଏହା ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି ଦୁର୍ଗା ପୂଜା ଅଥବା ଉତ୍ତର ଭାରତରେ ପାଳିତ…

ଜହ୍ନିଓଷା ପାଳନ ବିଧି କିମ୍ବଦନ୍ତୀ ବିଶେଷତା

ଜହ୍ନିଓଷା ପାଳନ ବିଧି କିମ୍ବଦନ୍ତୀ ବିଶେଷତା ଜହ୍ନି ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ । ଏହି ଓଷା କୁମାରୀମାନଙ୍କ ଦ୍ୱାରା ପାଳିତ ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ ଉଦ୍‌ଯାପନ ହୁଏ । ମାସସାରା ପ୍ରତି ଅପରାହ୍‌ଣରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନିଫୁଲକୁ ନେଇ ତୁଳସୀ ଚଉରା ମୂଳେ କୁମାରୀମାନେ ବୃନ୍ଦାବତୀଙ୍କୁ ପୂଜା କରନ୍ତି…

ଗଣେଶ ପୂଜା ର ପାଳନ ବିଧି କିମ୍ବଦନ୍ତୀ

ଗଣେଶ ପୂଜା ର ପାଳନ ବିଧି କିମ୍ବଦନ୍ତୀ ଗଣେଶ, ଗଣପତି, ବିନାୟକ ବା  ଅଧିକ ପୂଜିତ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ହିନ୍ଦୁମାନେ ଜାତି, ଭାଷା, ବର୍ଣ୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୁଦ୍ଧ ଓ ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି।  ଶାସ୍ତ୍ରରେ ୩୨…

ଖୁଦୁରୁକୁଣି ଓଷା ର ପାଳନ ବିଧି କିମ୍ବଦନ୍ତୀ ବିଶେଷତା

ଖୁଦୁରୁକୁଣି ଓଷା ର ପାଳନ ବିଧି କିମ୍ବଦନ୍ତୀ ବିଶେଷତା ଖୁଦୁରୁକୁଣି ଓଷା ଏକ ପାରମ୍ପାରିକ ଓଡ଼ିଆ ଓଷା । ଏହା ଭାଲୁକୁଣି ଓଷା ଓଷା ଭାବେ ମଧ୍ୟ ପରିଚିତ । ଏହା କୁଆଁରୀ ଓଡ଼ିଆ ଝିଅ ପାଳନ କରିଥାନ୍ତି ।  ଏଥିରେ ଖୁଦୁରୁକୁଣି ମା ମଙ୍ଗଳା ବା ଦୁର୍ଗାଙ୍କର ପୂଜା ଅର୍ଚନା କରାଯାଇଥାଏ । ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ ।…

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ବୈଶିଷ୍ଟ୍ୟ କିମ୍ବଦନ୍ତୀ ବିଶେଷତା

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ବୈଶିଷ୍ଟ୍ୟ କିମ୍ବଦନ୍ତୀ ବିଶେଷତା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବା କୃଷ୍ଣ ଜନ୍ମାଷ୍ଟମୀ, କୃଷ୍ଣାଷ୍ଟମୀ, ସାତମ୍ ଆଠମ୍, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ, ଶ୍ରୀ ଜୟନ୍ତୀ ବା କେବଳ ଜନ୍ମାଷ୍ଟମୀନାମରେ ମଧ୍ୟ ଜଣାଶୁଣା । ଶ୍ରୀକୃଷ୍ଣଙ୍କ ଜନ୍ମଦିନ କୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି । ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ । ଏଇ ଦିନ…

କୁମାର ପୂର୍ଣ୍ଣିମା ର ବୈଶିଷ୍ଟ୍ୟ କିମ୍ବଦନ୍ତୀ ବିଶେଷତା

କୁମାର ପୂର୍ଣ୍ଣିମା ର ବୈଶିଷ୍ଟ୍ୟ କିମ୍ବଦନ୍ତୀ ବିଶେଷତା କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା ।ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ…

କାର୍ତ୍ତିକ ପୂର୍ଣ୍ଣମା ର ବୈଶିଷ୍ଟ୍ୟ କିମ୍ବଦନ୍ତୀ ବିଶେଷତା

କାର୍ତ୍ତିକ ପୂର୍ଣ୍ଣମା ର ବୈଶିଷ୍ଟ୍ୟ କିମ୍ବଦନ୍ତୀ ବିଶେଷତା କାର୍ତ୍ତିକ ପୂର୍ଣ୍ଣମା, ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ ‌। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ସଂପୃକ୍ତ ଯେ ଏହି ଦିବସର ଗୁରୁତ୍ଵକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା…

ଦୁର୍ଗାପୂଜାରେ ଆବଶ୍ୟକୀୟ ଦ୍ରବ୍ୟର ତାଲିକା

ଦୁର୍ଗାପୂଜାରେ ଆବଶ୍ୟକୀୟ ଦ୍ରବ୍ୟର ତାଲିକା କଳ୍ପାରମ୍ଭରେ – ସିନ୍ଦୂର, ପଞ୍ଚବର୍ତ୍ତୀ ମୂରୁଜ, ପଞ୍ଚପଲ୍ଲବ, ପଞ୍ଚରନ, ପଞ୍ଚଶସ୍ୟ, ପଞ୍ଚଗବ୍ୟ, କଳସ, ହାଣ୍ଡି, ଦର୍ପଣ, ତିନିକାଠିଆ, ତୀର, ସରା, ଅରୁଆ ଚାଉଳ, ପଇଡ଼, କଳସ, ଗାମୁଛା, ଧୋତି, କଳ୍ପାରମ୍ଭର ଶାଢ଼ୀ, ଚଣ୍ଡୀଙ୍କର ଶାଢ଼ୀ, ଖସା, ହରିଡ଼ା, ପୁଷ୍ପ, ଦଧ, ମଧୁ, ଘୃତ, କନ୍ଦ, ନୈବେଦ୍ୟ, ଆସନ, ମୁଦ୍ରିକା, ମଧୂପର୍କ ଓ ଆରତୀ ପ୍ରଭୃତି । ନବପତ୍ରିକାରେ – କଦଳୀଗଛ, କୃଷ୍ଣବର୍ଡର ସାରୁଗଛ, ହଳଦୀଗଛ,…

ଲକ୍ଷ୍ମୀ ପୂଜାରେ ଦ୍ରବ୍ୟ ତାଲିକା

ଲକ୍ଷ୍ମୀ ପୂଜାରେ ଦ୍ରବ୍ୟ ତାଲିକା ସିନ୍ଦୂର, ଅଧୁବାସ ଡାଲା, ହରିଡ଼ା, କଳସ, ଅରୁଆ ଚାଉଳ, ସରା, କଳସ ଗାମୁଛା, କୁଶ, ହାଣ୍ଡି, ତିନିକାଠିଆ, ଦର୍ପଣ, ପଞ୍ଚବର୍ତ୍ତୀ ମୁରୁଜ, ପଞ୍ଚଗବ୍ୟ, ପଞ୍ଚରନ୍, ପଞ୍ଚ ପଲ୍ଲବ, ଚୀର, ପୁଷ୍ପ, ଦୁର୍ବା ପ୍ରଭୃତି ଆସନ, ମୁଦ୍ରିକା, ମଧୁପର୍କ ବାଟି, ଦଧ, ଦୁଗ୍‌ଧ, ମଧୁ, ଘୃତ, ଚିନି, ସାମାନ୍ୟ ନୈବେଦ୍ୟ, ଲକ୍ଷ୍ମୀଙ୍କ ଶାଢ଼ୀ, ନାରାୟଣ ବସ୍ତ୍ର, ପେଚକ ପୂଜା ନିମନ୍ତେ ଲୁଗା, ଗୁଡ଼, ବାଲି, କାଠ,…

ଶ୍ୟାମାପୂଜାରେ ଦ୍ରବ୍ୟ ତାଲିକା

ଶ୍ୟାମାପୂଜାରେ ଦ୍ରବ୍ୟ ତାଲିକା ଗୁରୁ ପୂଜକ ଓ ଆଚାର୍ଯ୍ୟବରଣ ନିମିତ୍ତ ବସ୍ତ୍ର, ମୁଦ୍ରିକା ପ୍ରଭୃତି, ଯଜ୍ଞାପବୀତ, ତିଳ, ହରିଡ଼ା, ପଞ୍ଚବର୍ତ୍ତୀ ମୁରୁଜ, ପଞ୍ଚଗବ୍ୟ, ପଞ୍ଚଶସ୍ୟ, ପଞ୍ଚରନ, ପଞ୍ଚ ପଲ୍ଲବ, ଅରୁଆଚାଉଳ, ୧ ସରା, କୁଣ୍ଡ, ହାଣ୍ଡି, ଦର୍ପଣ, ତିନି କାଠିଆ, ପଇଡ଼, ତୀର, କଳା, ଗାମୁଛା, ମାଷ ଭକ୍ତି ବଳି, ଶ୍ୟାମା ପୂଜାର ଶାଢ଼ୀ ଓ ମହାକାଳଙ୍କ ଧୋତି, ବିଷ୍ଣୁଙ୍କ ଧୋତି, ଆସନ, ମୁଦ୍ରିକା, ମଧୁପର୍କ ବାଟି, ଦଧ୍, ମଧୁ,…

କାର୍ତ୍ତିକେୟ ପୂଜାର ଦ୍ରବ୍ୟ ତାଲିକା

କାର୍ତ୍ତିକେୟ ପୂଜାର ଦ୍ରବ୍ୟ ତାଲିକା ଗୁରୁ, ପୂଜକ, ଆଚାର୍ଯ୍ୟ ବରଣ ପାଇଁ ବସ୍ତ୍ରାଦି, ବରଣ ସାମଗ୍ରୀ, ତିଳ, ହରିଡ଼ା, ପଞ୍ଚବର୍ତ୍ତୀ ମୁରୁଜ, ପଞ୍ଚଶସ୍ୟ, ପଞ୍ଚପଲ୍ଲବ, ପଞ୍ଚରନ୍, କଳସ, ପଇଡ଼, ସରା, ଅରୁଆଚାଉଳ, କୁଣ୍ଡ, ହାଣ୍ଡି, ତୀର, କଳସ ଗାମୁଛା, ଦର୍ପଣ, ତିନିକାଠିଆ, ପୁଷ୍ପ ପ୍ରଭୃତି ଆସନ, ମୁଦ୍ରିକା, ମଧୁପର୍କ ବାଟି, ଦଧ୍, ଦୁଗ୍‌ଧ, ଘୃତ, ମଧୂ, ଚିନି, ଧନୁ, ତୀର, ଲୌହ, ଖଡ୍ଗ, କାର୍ତ୍ତିକେୟବସ୍ତ୍ର, ବିଷ୍ଣୁପୂଜା ଓ ମୟୂର ପୂଜାର…

ସରସ୍ୱତୀ ପୂଜାରେ ଦ୍ରବ୍ୟ ତାଲିକା

ସରସ୍ୱତୀ ପୂଜାରେ ଦ୍ରବ୍ୟ ତାଲିକା ପୁରୋହିତ ବରଣ ସାମଗ୍ରୀ, ସିନ୍ଦୂର, ତିଳ, ହରିଡ଼ା, ପଞ୍ଚବର୍ତ୍ତୀ ମୁରୁଜ, ପଞ୍ଚଗବ୍ୟ, ପଞ୍ଚଶସ୍ୟ, ପଞ୍ଚରନ, ପଞ୍ଚପଲ୍ଲବ, କଳସ, କୁଣ୍ଡ, ଝାଣ୍ଡି, ତିନି କାଠିଆ ଦର୍ପଣ, ତୀର, କଳସ, ଗାମୁଛା, ପଇଡ଼, ସରା, ଅରୁଆ ଚାଉଳ, ଆସନ, ମୁଦ୍ରିକା, ପୁଷ୍ପ, ମଧୁପର୍କ ବାଟି, ସରସ୍ଵତୀଙ୍କର ଶାଢ଼ୀ, ପୁଷ୍ପ ଓ ବିଲ୍ଵପତ୍ର, ମାଳା, ଥାଳି, ଢାଳ, ଆମ୍ବ ବଉଳ, ଯବଧାନ୍ୟ, ମତ୍ସ୍ୟଧାର, ଲେଖନ, ତାଳପତ୍ର, ନୈବେଦ୍ୟ ସାମଗ୍ରୀ,…

Rath Yatra 2026 wishes

Rath Yatra 2026 wishes Short & Powerful Happy Rath Yatra 2026! Jai Jagannath! May Lord Jagannath always guide your path. Wishing you peace, prosperity and divine blessings this Rath Yatra. Jai Jagannath! Have a blessed journey of faith. Traditional Blessings May Lord Jagannath shower His choicest blessings upon you and…

Rathayatra Calendar 2026

Rathayatra Calendar 2026 In a world that rarely slows down, Ratha Jatra in Puri offers a rare moment of pause, joy, and shared celebration. Once every year, Lord Jagannath, along with his brother Balabhadra and sister Subhadra, leaves the sanctum of the Shree Mandir and comes out onto the streets…