Odia Calendar 2027 June With tithi

Odia Calendar 2027 June With tithi

Odia Calendar 2027 June With tithi
Odia Calendar 2027 June With tithi

ଜୁନ ମାସ ପର୍ବ ପର୍ବାଣି

ତା ୧ ମଙ୍ଗଳବାର : ସର୍ବସମ୍ମତ ଜଳକ୍ରୀଡ଼ା ଏକାଦଶୀ ଉପବାସ
ତା ୩ ଗୁରୁବାର : ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା
ତା ୪ ଶୁକ୍ରବାର : ସାବିତ୍ରୀ ଅମାବାସ୍ୟା, ଚନ୍ଦ୍ରକ୍ଷୟ, ନିଶାପାଳନ, ନଷ୍ଟଚନ୍ଦ୍ରୋପବାସ
ତା ୫ ଶନିବାର : ପରିବେଶ ସୁରକ୍ଷା ଦିବସ
ତା ୬ ରବିବାର : ଦ୍ଵିତୀୟା ଚନ୍ଦ୍ର ଦର୍ଶନ, ପୂଜା ଓ ଅର୍ଘ୍ୟ, ରମ୍ଭା ତୃତୀୟା
ତା ୭ ସୋମବାର : ଉମା ଚତୁର୍ଥୀ, ଶିବ ବିବାହ ନିମନ୍ତ୍ରଣ
ତା ୮ ମଙ୍ଗଳବାର : ଶିବ ବିବାହୋତ୍ସବ, ମାସିକ ବିନାୟକ ବ୍ରତ
ତା ୯ ବୁଧବାର : ଶୀତଳ ଷଷ୍ଠୀ, ସ୍କନ୍ଦ ଓ ଅରଣ୍ୟକ ଷଷ୍ଠୀ, ଶ୍ରୀ କାଳେଶ୍ଵର ମହାଦେବଙ୍କ ପ୍ରସିଦ୍ଧ ବାଣ ଯାତ୍ରା
ତା ୧୨ ଶନିବାର : ଶ୍ରୀ କାଳେଶ୍ଵର ମହାଦେବଙ୍କ ପ୍ରସିଦ୍ଧ ନାଟ୍ଯ ଯାତ୍ରା
ତା ୧୩ ରବିବାର : ଗଙ୍ଗା ଦଶହରା ସ୍ନାନ
ତା ୧୪ ସୋମବାର : ପ୍ରଥମ ରଜ, ମାସାନ୍ତ, ସ୍ମାର୍ଭସମ୍ମତ ନିର୍ଜଳା ଏକାଦଶୀ ଉପବାସ, ରକ୍ମିଣୀ ବିବାହୋତ୍ସବ, ଫକୀର ମୋହନଙ୍କ ତିରୋଧାନ ଦିବସ
ତା ୧୫ ମଙ୍ଗଳବାର : ମିଥୁନ (ରଜ) ସଂକ୍ରାନ୍ତି, ବୈଷ୍ଣବ ସଗତ ଏକାଦଶୀ, ଚମ୍ପକ ଦ୍ୱାଦଶୀ
ତା ୧୬ ବୁଧବାର: ଶେଷ ରଜ, ମହରମ ପର୍ବ
ତା ୧୭ ଗୁରୁବାର : ବସୁମତୀ ସ୍ନାନ, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା
ତା ୧୮ ଶୁକ୍ରବାର : ଦେବସ୍ନାନ ପୂର୍ଣ୍ଣିମା, ଗଳାନନ ବେଶ, ଅଣସର ଆରମ୍ଭ, ଅଚ୍ୟୁତାନନ୍ଦଙ୍କ ମହା ସମାଧୂ ଦିବସ
ତା ୨୧ ସୋମବାର : ଶରଣ ପଞ୍ଚକାରମ୍ଭ, ବିଶ୍ୱ ଯୋଗ ଦିବସ
ତା ୨୪ ଗୁରୁବାର : ଅଣସର ପଞ୍ଚମୀ, ଫୁଲୁରୀ ଲାଗି
ତା ୨୬ ଶନିବାର : ଶରଣ ପଞ୍ଚକ ଶେଷ
ତା ୨୭ ରବିବାର : ସିଂହ ରାଶିକୁ ବୃହସ୍ପତି ଚଳନ, ଅଶୁଦ୍ଧ କାଳ ଆରମ୍ଭ
ତା ୨୯ ମଙ୍ଗଳବାର : ଅଣସର ଦଶମୀ, ଶ୍ରୀଜୀଉଙ୍କ ଦଶମୂଳ ନୈବେଦ୍ୟ
ତା ୩୦ ବୁଧବାର : ସର୍ବସମ୍ମତ ଖଳିଲାଗି (ଯୋଗିନୀ) ଏକାଦଶୀ

🏠 Goto Home