Odia Calendar 2027 May With tithi

Odia Calendar 2027 May With tithi

Odia Calendar 2027 May With tithi
Odia Calendar 2027 May With tithi

ମଇପର୍ବ ପର୍ବାଣି
ତା୧ ଶନିବାର: ଶ୍ରମିକ ଦିବସ
ତା୨ ରବିବାର : ସର୍ବସମ୍ମତ ବରୁଥୁନୀ ଏକାଦଶୀ, ଶରଣ ପଞ୍ଚକ ଶେଷ
ତା୫ ବୁଧବାର : ଚନ୍ଦ୍ର କ୍ଷୟ, ନିଶାପାଳନ ଓ ନଷ୍ଠ ଚନ୍ଦ୍ରୋପବାସ, ଶିବ ଚତୁର୍ଦ୍ଦଶୀ ବେଡ଼ା ଓ ଉପବାସ
ତା୬ ଗୁରୁବାର : ରୁକ୍ମିଣୀ ଅବାବାସ୍ୟା
ତା୭ ଶୁକ୍ରବାର : ଦ୍ଵିତୀୟା ଚନ୍ଦ୍ର ଦର୍ଶନ, ପୂଜା ଓ ଅର୍ଘ୍ୟଦାନ
ତା୮ ଶନିବାର: ପରଶୁରାମ ଜୟନ୍ତୀ, ବିଶ୍ୱ ରେଡ଼କ୍ରସ୍ ଦିବସ
ତା୯ ରବିବାର : ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରାରମ୍ଭ, ରେବତୀ ବିବାହ ଉତ୍ସବ, ରଥ ଅନୁକୂଳ
ତା୧୦ ସୋମବାର : ଆଦିଗୁରୁ ଶଙ୍କରାଚାର୍ଯ୍ୟ ଜୟନ୍ତୀ
ତା୧୧ମଙ୍ଗଳବାର : ରାମାନୁଳାଚାର୍ଯ୍ୟ ଜୟନ୍ତୀ, ସ୍କନ୍ଦ ଷଷ୍ଠୀ
ତା୧୩ ଗୁରୁବାର : ନୀଳାଦ୍ରି ମହୋଦୟାଷ୍ଟମୀ
ତା୧୪ ଶୁକ୍ରବାର : ମାସର, ସୀତା ନବମୀ
ତା୧୫ ଶନିବାର : ବୃଷ ସଂକ୍ରାତି
ତା୧୬ ରବିବାର : ସର୍ବସମ୍ମତ ମୋଳିନୀ ଏକାଦଶୀ ଉପବାସ ରବି ନାରାୟଣ ବ୍ରତ
ତା୧୭ ସୋମବାର : ଛଡ଼-ଯୁହା
ତା୧୮ ମଙ୍ଗଳବାର : ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ, ନୃସିଂହ ଜନ୍ମ, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା
ତା୧୯ ବୁଧବାର : ପୂର୍ଣିମା ବିହିତ ଚନ୍ଦ୍ରୋପବାସ
ତା୨୦ ଗୁରୁବାର : ଚନ୍ଦନ ଓ ବୁଦ୍ଧ ପୂର୍ଣିମା, ବୈଶାଖ ବ୍ରତ ସମାପନ, ଗୁରୁ ପୂର୍ଣ୍ଣିମା ବ୍ରତ
ତା୨୨ ଶନିବାର : ନାରଦ ଜୟନ୍ତୀ
ତା୨୫ ମଙ୍ଗଳବାର : ଶରଣପଞ୍ଚକାରମ୍ଭ
ତା୨୮ ଶୁକ୍ରବାର: ଶ୍ରୀକ୍ଷେତ୍ରେ ଭଉଁରୀ ଯାତ୍ରା, ଜ୍ୟୋତିର୍ବିଦ୍ ତିରୋଧାନ ଦିବସ ସ୍ୱର୍ଗତ ଗୋପୀନାଥ ତ୍ରିପାଠୀଙ୍କ
ତା୨୯ ଶନିବାର : ଉତ୍କଳେ ଭଉଁରୀ ଯାତ୍ରା, ଶ୍ରୀକ୍ଷେତ୍ରେ ହଳଦୀ ପାଣି
ତା ୩୦ ରବିବାର : ଶରଣ ପଞ୍ଚକ ଶେଷ

🏠 Goto Home