କନ୍ୟା ନର୍ମଦା ଓଡ଼ିଆ ଗଳ୍ପ

କନ୍ୟା ନର୍ମଦା ଓଡ଼ିଆ ଗଳ୍ପ ମଇକାଲ ପର୍ବତମାଳା ପ୍ରାକୃତିକ ଐଶ୍ୱର୍ଯ୍ୟରେ ଭରା ଅତ୍ୟନ୍ତ ଶୋଭନୀୟ ଅଂଚଳ ଥିଲା । ଛଅ ଋତୁଯାକ ସେଠାରେ ପୂର୍ଣ୍ଣ ଭାବରେ ବିକଶିତ ହେଉଥିଲେ । ସେଠି ଦେବଦେବୀମାନେ ଭ୍ରମଣ କରିବାକୁ ଭାରି ସୁଖ ପାଉଥିଲେ ।…