କାଳିଦାସଙ୍କ ଅକଲ

ଓଡ଼ିଆ କାହାଣୀ ଏବଂ ଗଳ୍ପ ଛୁଆ ମାନକଂର ବହୁତ ପସନ୍ଦ ଛୁଆ ମାନେ ଶୋଇଲା ବେଳେ ତାଙ୍କ ବାପା ମା ଏ ଷ୍ଟୋରୀ ଶୁଣାନ୍ତି କାଳିଦାସଙ୍କ ଅକଲ କାଳିଦାସ ଙ୍କ କଥା ତୁମେ ଶୁଣିଥି୍ବ । ସେ ଆଗେ କେମିତକା ମୂର୍ଖ ଥୁଲେ, ସେ କଥାବି ତୁମେ ଜାଣିଥିବ । ଡାଳ ଅଗରେ ଥାଇ ମୂଲକୁ ହାଣିବା ଲୋକ ସେ। ସେ ମୂର୍ଖ ବୋଲି ସିନା ନିଜ ସ୍ତ୍ରୀ ଠାରୁ…

ଦସ୍ୟୁ ରାଜକୁମାର ଓଡ଼ିଆ-ଗଳ୍ପ

ଦସ୍ୟୁ ରାଜକୁମାର ଓଡ଼ିଆ-ଗଳ୍ପ ବୀରସିଂହ ଯେତିକି ଯେତିକି ଅଧିକ ଅତ୍ୟାଚାର କରୁଥାଏ, ବସନ୍ତର ନେତୃତ୍ୱରେ ଦଳେ ଯୁବକ ସେତିକି ଦୃଢ ଭାବରେ ତା’ର ପ୍ରତିରୋଧ କରୁଥାନ୍ତି । ଏହା ଭିତରେ ଆତ୍ମଗୋପନ କରି ରହିଥିବା ରାଜା ଶାନ୍ତିଦେବ ତାଙ୍କ ଶିଶୁପୁତ୍ର ଜୀବିତ ଥିବା କଥା ଜାଣି ଯାଇଥିଲେ । ତା’ପରେ… ଦିନ ଗଡି ଚାଲିଥାଏ । ଅମୃତପୁର ଏବଂ ତା’ପରେ ଅନ୍ୟାନ୍ୟ ରାଜ୍ୟ ଜୟ କରିବା ନିମନ୍ତେ ବୀରସିଂହର ସ୍ୱପ୍ନ…

ଲୀଳାବତୀ କଥା

ଲୀଳାବତୀ କଥା ପଂଚମଦିନ ସକାଳେ ମହାରାଜ ଭୋଜ ନିତ୍ୟକର୍ମ ସାରି ସିଂହାସନ ପାଖରେ ପହଁଚି ଆରୋହଣ କରିବାକୁ ପାଦ ବଢାଇବାକ୍ଷଣି ପରବର୍ତ୍ତି ପୁତ୍ତଳିକା ଲୀଳାବତୀ ଉଠିପଡି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କ ସମାନ ମହାଦାନୀ, ନ୍ୟାୟ ବିଚାରକ ଏ ଦୁନିଆରେ କେହି ନାହାନ୍ତି । ଆପଣ କ’ଣ ତାଙ୍କ ସହିତ ସମକକ୍ଷ ହୋଇ ପାରିବେ? ତେବେ ମୋ କଥା ଶୁଣନ୍ତୁ ଏବଂ ନିଜକୁ ନିଜେ ତଉଲନ୍ତୁ । ତା’ପରେ ଯାହା କରିବାର…

ଭୁବନସୁନ୍ଦରୀ ଓଡ଼ିଆ ଗଳ୍ପ

ଭୁବନସୁନ୍ଦରୀ ଓଡ଼ିଆ ଗଳ୍ପ (ଟ୍ରୋୟ ରାଜାଙ୍କ ପୁତ୍ର ମୋହନ ଭୁବନସୁନ୍ଦରୀଙ୍କୁ ନେଇ ଆସିଲେ, ଗ୍ରୀକମାନେ ସେମାନଙ୍କର ନିଜ ଜାହାଜରେ ସୈନ୍ୟ ଓ ବୀରମାନଙ୍କୁ ଧରି ଆସି ଟ୍ରୋୟ ନଗରୀରେ ପହଁଚିଲେ ଓ ଟ୍ରୋୟ ନଗରୀକୁ ଘେରାଉ କଲେ; ପାଖ ପଡୋଶୀ ରାଜ୍ୟମାନଙ୍କୁ ଅଧିକାର କରି, ସେମାନେ ସେଠାରୁ ଲୁଣ୍ଠନ କରିଚାଲିଲେ । ନଅବର୍ଷ ଧରି ସେମାନେ ଘେରି ରହିଲେ । ବଡ ଯୁଦ୍ଧ ପ୍ରାୟ ହେଉ ନଥିଲା । କିନ୍ତୁ…

କନ୍ୟା ନର୍ମଦା ଓଡ଼ିଆ ଗଳ୍ପ

କନ୍ୟା ନର୍ମଦା ଓଡ଼ିଆ ଗଳ୍ପ ମଇକାଲ ପର୍ବତମାଳା ପ୍ରାକୃତିକ ଐଶ୍ୱର୍ଯ୍ୟରେ ଭରା ଅତ୍ୟନ୍ତ ଶୋଭନୀୟ ଅଂଚଳ ଥିଲା । ଛଅ ଋତୁଯାକ ସେଠାରେ ପୂର୍ଣ୍ଣ ଭାବରେ ବିକଶିତ ହେଉଥିଲେ । ସେଠି ଦେବଦେବୀମାନେ ଭ୍ରମଣ କରିବାକୁ ଭାରି ସୁଖ ପାଉଥିଲେ । ଶିବ ଥରେ ସେଠାରେ ଅବତରଣ କଲେ । ଉକ୍ତ ସ୍ଥାନର ସୌନ୍ଦର୍ଯ୍ୟ ଓ ଶାନ୍ତିରେ ମୁଗ୍ଧ ହୋଇ ସେ ସେଠାରେ ଧ୍ୟାନମଗ୍ନ ହେଲେ । ଏହି ଭିତରେ…

କନକ ଉପତ୍ୟକାର କାହାଣୀ

କନକ ଉପତ୍ୟକାର କାହାଣୀ କନକ ଉପତ୍ୟକାରେ ଭୂମିକମ୍ପ ହେଲା । ରାଜକୋପରୁ ରକ୍ଷା ପାଇବା ନିମନ୍ତେ ନିର୍ଦୋଷ ରାଜୁ ପର୍ବତର ମଧ୍ୟ ଦେଶରେ ଥିବା ପୂର୍ବ ରାଜବଂଶର ପରିତ୍ୟକ୍ତ ଦୁର୍ଗର ଭଗ୍ନାବଶେଷ ଭିତରେ ପହଁଚି କିମ୍ବଦନ୍ତିର ସୁବର୍ଣ୍ଣ ପ୍ରତିମା ଆବିଷ୍କାର କଲା । ଏକ ରହସ୍ୟମୟ କଣ୍ଠସ୍ୱର ତାକୁ କହିଦେଲା କି ପ୍ରପାତ ଟପି ଗଲେ ସେ ଏକ ନୂଆ ରାଜ୍ୟରେ ପହଁଚିବ । ସେଠାରେ ତମେ ଜଣେ ଦେବୀଙ୍କୁ…

ମିଠା କଥା କୁହା ଦୁଷ୍ଟ ମିତ୍ର ଗଳ୍ପ

ମିଠା କଥା କୁହା ଦୁଷ୍ଟ ମିତ୍ର ଗଳ୍ପ ଘଞ୍ଚ ଅରଣ୍ୟ ମଧ୍ୟରେ ଅରଣ୍ୟର ରାଜା ସିଂହ ବାସ କରୁଥାଏ । ତାହାର ଅତି ଆପଣାର ମିତ୍ର ଭାବରେ ସମସ୍ତ କାର୍ଯ୍ୟ ତୁଲାଇବା ନିମନ୍ତେ ବିଲୁଆ ଗୋଟିଏ ସିଂହ ସେବକ ଭାବରେ ପାଖେ ପାଖେ ରହୁଥାଏ । ଦିନ ଅକାଳରେ ପଡ଼ି ଗୋଟିଏ ହାତୀ ସହିତରେ ଘମାଘୋଟ ଯୁଦ୍ଧରେ ସିଂହ ପଡ଼ିଗଲା । ହାତୀ କିନ୍ତୁ ଖୁବ୍ ବଳୁଆ ଥିଲା ।…

ଅଦ୍ଭୁତ ମୁକୁଟ ଓଡ଼ିଆ ଗଳ୍ପ

ଅଦ୍ଭୁତ ମୁକୁଟ ଓଡ଼ିଆ ଗଳ୍ପ ନିଶା ଗରଜୁଥାଏ । ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ମଧ୍ୟ ହେଉଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।    କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି…

ଗାଁର କାହାଣୀ

ଗାଁର କାହାଣୀ କେମିତି ବର୍ଣ୍ଣିବି ଗାଁର କାହାଣୀ ନାହିଁ ସେ ପୁରୁଣା ଦିନ ଶରୀରଟା ସିନା ସହରେ ପଡ଼ିଛି ଗାଁରେ ରହିଛି ମନ କେ କହେ ଗାଁ ଟି ଗାଁ ହେଇ ନାହିଁ ସହରକୁ ଗଲା ବଳି ଗୁହାଳ ନାହିଁ କି ନାହିଁ ଗାଈଗୋଠ ନାହିଁ ବି ସେ ଦାଣ୍ଡ ଧୂଳି ସକାଳ ପହରୁ ଚାଳ ମଥାନରୁ ରାବୁନି ଡାମରା କାଉ ଚାଳଘର ଭାଙ୍ଗି କୋଠା କଲାଦିନୁ ପିଢ଼ାରେ ମାଡୁନି…

ପ୍ରେମ ଜ୍ୟୋତି ଓଡ଼ିଆ ଗଳ୍ପ

ପ୍ରେମ ଜ୍ୟୋତି ଓଡ଼ିଆ ଗଳ୍ପ ପୋତନମ ନଗରୀର ଶାସକ ରାଜା ସୋମଚନ୍ଦ୍ର ଥିଲେ । ତାଙ୍କ ସ୍ତ୍ରୀ ଧାରିଣୀ ଅତ୍ୟନ୍ତ ପତିବ୍ରତା ଥିଲେ । ସେମାନଙ୍କର ପୁଅଟିଏ ଥାଏ । ତା’ର ନାମ ପ୍ରସନ୍ନଚନ୍ଦ୍ର ଦିନେ ରାଣୀ ରାଜାଙ୍କର କେଶଗୁଚ୍ଛ ସଜାଡି ଦେଉଥିଲେ । ସେ ଦେଖିଲେ ତାଙ୍କ ସ୍ୱାମୀ ତଥା ରାଜାଙ୍କର କେତୋଟି କେଶ ଧଳା ହୋଇ ଯାଇଛି ରାଣୀ ରାଜାଙ୍କୁ ପରିହାସରେ କିଛି କଥା କହିଲେ; କିନ୍ତୁ…

ମତ୍ସ୍ୟ ସୁନ୍ଦରୀ ଓଡ଼ିଆ ଗଳ୍ପ

ମତ୍ସ୍ୟ ସୁନ୍ଦରୀ ଓଡ଼ିଆ ଗଳ୍ପ ମାହାରା କୂଳ ଶିମୂଳୀ ଗଛ ନିକଟସ୍ଥ ଶୁଖିଲା କୂଅରୁ ହଠାତ୍ ପାଣି ଉଚ୍ଛୁଳି ପଡିଲା । ଆଉ ସେଇ ଉଚ୍ଛୁଳାପାଣି ଭିତରୁ ବାହାରି ଆସିଲେ ଅଙ୍ଗାରବାବା ତାଙ୍କ ଆଖି ଦି’ଟା ରଡନିଆଁ ଭଳି ଜଳୁଥିଲା ମୁଣ୍ଡର ବାଳ ଗୁଡା ଜଟାହୋଇ ପାଦ ପର୍ଯ୍ୟନ୍ତ ଲମ୍ବିଥିଲା ଦେହରେ ହାତିକିଆ ଲୋମ । ପାଦ, ହାତରେ ନଖଗୁଡା ହାତେ ଲେଖାଁ ବଢିଥାଏ ଏସବୁ ଦେଖି କେହି ତ…

ମାନସିକ ରୋଗୀ ଓଡ଼ିଆ ଗଳ୍ପ

ମାନସିକ ରୋଗୀ ଓଡ଼ିଆ ଗଳ୍ପ ହୋଲାପୁରର ଏକ ମାନସିକ ରୋଗଚିକିତ୍ସା କେନ୍ଦ୍ରରେ କେଶବ ତା’ର ଜଣେ ଆତ୍ମୀୟ ଲୋକକୁ ଦେଖିବାକୁ ସେଠାକୁ ଯାଇଥିଲା । ସେଠାରେ ପହଁଚି ସେ ବୁଝିଲା, ତା’କୁ ଆହୁରି ଘଂଟାଏ ଅପେକ୍ଷା କରିବାକୁ ହେବ, ତା’ପରେ ଯାଇ ତାଙ୍କର ଦେଖାମିଳିବ  ବାହାରେ ପଡିଥିବା ଏକ ଖଟିଆ ଉପରେ ସେ ବସି ଅପେକ୍ଷା କଲା । ସେଠାରେ ଆହୁରି ଜଣେ ବ୍ୟକ୍ତି ପୂର୍ବରୁ ବସିଥିଲେ । କଥାବାର୍ତ୍ତା…

ରତ୍ନ ମଞ୍ଜରୀ କଥା ଓଡ଼ିଆ କାହାଣୀ

ରତ୍ନ ମଞ୍ଜରୀ କଥା ଓଡ଼ିଆ କାହାଣୀ ମହାରାଜ ଭୋଜ ଯେତେବେଳେ ସିଂହାସନର ପ୍ରଥମ ପାହାଚରେ ପାଦ ଥାପିଲେ, ସେତେବେଳେ ପ୍ରଥମ ପୁତ୍ତଳିକା ରତ୍ନ ମଞ୍ଜରୀ କହିଲା, “ରହନ୍ତୁ! ଆପଣ ପ୍ରଥମେ ମୋ କଥା ଶୁଣନ୍ତୁ ତା’ପରେ ଆପଣ ନିଷ୍ପତି ନିଅନ୍ତୁ ଯେ ଆପଣ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ କି ନୁହେଁ ଏବଂ ସିଂହାସନରେ ବସନ୍ତୁ । ” ତାପରେ ସେ କହାଣୀ କହିବାକୁ ଆରମ୍ଭକଲା: ବହୁ ପୁରୁଣା କାଳର କଥା…

ଓଡ଼ିଆ କାହାଣୀ କୁଜାର କୁହୁକ ଲଢେଇ

ଓଡ଼ିଆ କାହାଣୀ କୁଜାର କୁହୁକ ଲଢେଇ ଦିନକର ଘଟଣା । ମହାରାଜା ବିକ୍ରମାଦିତ୍ୟ ସେତେବେଳେ ତାଙ୍କର ରାଇଜରେ ନଥାଆନ୍ତି । ସେ ତ ଭା’ରି ପର ଉପକାରୀ ରାଜା । କେହି ଧନୀ ହେଉ ବା ଗରିବ ହେଉ, ବିପଦରେ ପଡି ତାଙ୍କ ପାଖରେ ଗୁହାରୀ କଲେ, ସେ ସାଙ୍ଗେ ସାଙ୍ଗେ ଯାଇ ତାହାକୁ ବିପଦରୁ ଉଦ୍ଧାର କରନ୍ତି । ସେଥିପାଇଁ ଯଦି ନିଜର ଜୀବନ ଚାଲିଯାଏ, ତହିଁକି ବି…

ଓଡ଼ିଆ ଗଳ୍ପ ରାଜା ଏବଂ ଆପଲ୍

ଓଡ଼ିଆ ଗଳ୍ପ ରାଜା ଏବଂ ଆପଲ୍ ଥରେ ସେଠାରେ ଜଣେ ଅତି ଦୟାଳୁ ଏବଂ ଭଦ୍ର ରାଜା ବାସ କରୁଥିଲେ ଯିଏ ଇଶ୍ବରଙ୍କୁ ଭଲ ପାଉଥିଲେ ଏବଂ ଜ୍ଞାନୀ ଏବଂ ଧାର୍ମିକ ଲୋକଙ୍କୁ ବହୁତ ଭଲ ପାଉଥିଲେ ଦିନେ ଜଣେ ଅତି ଜ୍ଞାନୀ ରୁଷି ତାଙ୍କ ରାଜ୍ୟକୁ ଆସି ନଦୀ ନିକଟରେ ଥିବା ଏକ ସୁନ୍ଦର ବଗିଚାରେ ରହିବାକୁ ଲାଗିଲେ। ପ୍ରତ୍ୟେକ ସନ୍ଧ୍ୟାରେ ଜ୍ଞାନୀ ରୁଷି ରାଜ୍ୟର ଲୋକମାନଙ୍କ ସହିତ…

ଓଡ଼ିଆ ଗଳ୍ପ ଅଧୂରା ବର୍ଷାର ପ୍ରେମ

ଓଡ଼ିଆ ଗଳ୍ପ ଅଧୂରା ବର୍ଷାର ପ୍ରେମ ସେଦିନ ଆକାଶଟା ଅଜଣା ଭାବରେ ନୀରବ ଥିଲା। ଦୂରରେ ବିଜୁଳି ଚମକୁଥିଲା, ଆଉ ଟିଣ ଛାଦ ଉପରେ ବର୍ଷାର ଟପଟପ ଶବ୍ଦ ହୃଦୟକୁ ଏକ ଅଜଣା ଶୂନ୍ୟତାରେ ଭରିଦେଉଥିଲା। କଲେଜ ହଷ୍ଟେଲର ଛୋଟ ଘରରେ ବସି ଅଭିନବ ପୁରୁଣା ଡାୟାରୀର ପୃଷ୍ଠା ଓଲଟାଉଥିଲା। ହଠାତ୍ ଗୋଟିଏ ଶୁଖିଯାଇଥିବା ଗୋଲାପ ଫୁଲ ତା’ ହାତ ଉପରେ ଖସିପଡ଼ିଲା। ଫୁଲଟିକୁ ଦେଖିବାମାତ୍ରେ ତା’ ଆଖି ସାମ୍ନାରେ…