ଦସ୍ୟୁ ରାଜକୁମାର ଓଡ଼ିଆ-ଗଳ୍ପ

ଦସ୍ୟୁ ରାଜକୁମାର ଓଡ଼ିଆ-ଗଳ୍ପ ବୀରସିଂହ ଯେତିକି ଯେତିକି ଅଧିକ ଅତ୍ୟାଚାର କରୁଥାଏ, ବସନ୍ତର ନେତୃତ୍ୱରେ ଦଳେ ଯୁବକ ସେତିକି ଦୃଢ ଭାବରେ ତା’ର ପ୍ରତିରୋଧ କରୁଥାନ୍ତି । ଏହା ଭିତରେ ଆତ୍ମଗୋପନ କରି ରହିଥିବା ରାଜା ଶାନ୍ତିଦେବ ତାଙ୍କ ଶିଶୁପୁତ୍ର ଜୀବିତ ଥିବା କଥା ଜାଣି ଯାଇଥିଲେ । ତା’ପରେ… ଦିନ ଗଡି ଚାଲିଥାଏ । ଅମୃତପୁର ଏବଂ ତା’ପରେ ଅନ୍ୟାନ୍ୟ ରାଜ୍ୟ ଜୟ କରିବା ନିମନ୍ତେ ବୀରସିଂହର ସ୍ୱପ୍ନ…